Home » Petrol and Diesel Price
Odisha_Petrol Price

Petrol New Price Today: ଆଜିଠାରୁ ଶସ୍ତା ହେଲା ପେଟ୍ରୋଲ, ଡିଜେଲ; ଗ୍ୟାସ୍ ରେ ୨୦୦ ଟଙ୍କା ଶସ୍ତା

ଭୁବନେଶ୍ୱର (ବ୍ୟୁରୋ): Petrol, diesel, LPG Gas New Price Today News ଦିନକୁ ଦିନ ବଢୁଥିବା ଦରଦାମକୁ ଦେଖି କେନ୍ଦ୍ର ସରକାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ଫଳରେ ରବିବାର ସକାଳ ୬ଟାରୁ ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୫୦ ପଇସା ଏବଂ ଡିଜେଲରେ 7 ଟଙ୍କା ଶସ୍ତା ହୋଇଛି। ସଂପ୍ରତି କେନ୍ଦ୍ର ସରକାର ଦରଦାମ ନିୟନ୍ତ୍ରଣ କରିବାକୁ ଯାଇ ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଛନ୍ତି। ଏଣିକି ପେଟ୍ରୋଲ…

Read More
indane lpg cylinder gas

LPG Gas-Petrol Diesel Price: LPG ଗ୍ୟାସ୍ ୫୦ ଟଙ୍କା ବଢିବା ସହିତ ପେଟ୍ରୋଲ ଡିଜେଲ ମହଙ୍ଗା

ନୂଆଦିଲ୍ଲୀ: LPG Cylinder-Petrol Diesel Update ଦେଶରେ କରୋନା ଭାଇରସ ମହାମାରୀ ଏବଂ ରୁଷ-ୟୁକ୍ରେନ (Russia-Ukraine) ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଥିଲା। ହେଲେ ଏଲପିଜି, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (LPG, Petrol and Diesel Price) ରେ ସ୍ଥିରତା ରକ୍ଷା କରାଯାଉଥିଲା। କିନ୍ତୁ ସୋମବାର ମଧ୍ୟରାତ୍ରରୁ ଏଲପିଜି ଗ୍ୟାସ୍ ଦର ସିଲିଣ୍ଡର ଏକାଥରକେ ୫୦ ଟଙ୍କା ବୃଦ୍ଧି ପାଇଛି। ଏହା ସହିତ ପେଟ୍ରୋଲ ଏବଂ ଡିଜେଲ…

Read More
petrol-diesel

Petrol Diesel Price: ମୋଦୀ ସରକାର ପେଟ୍ରୋଲ, ଡିଜେଲ ଉପରେ ବର୍ଷେ ହେଲା ବୃଦ୍ଧି କରିନାହାଁନ୍ତି ଟିକସ, ତଥାପି କାହିଁକି ମୂଲ୍ୟ ବଢିଲା ?

ନୂଆଦିଲ୍ଲୀ: ତାଜା ଖବର ଅନୁସାରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (Petrol and Diesel Price) ରେକର୍ଡ ସହିତ ରହିଛି। ଦେଶର ପ୍ରାୟ ସହରରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୧୧୦ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। କିଛି ରାଜ୍ୟରେ ଯେଉଁଠାରେ ଡିଜେଲର ମୂଲ୍ୟ ମଧ୍ୟ ଲିଟର ପିଛା ୧୦୦ ଟଙ୍କା ଅତିକ୍ରମ କରି ସାରିଛି। ପେଟ୍ରୋଲ ଏବଂ ଡିଜେଲର ମୁଦ୍ରାସ୍ଫୀତି ଯୋଗୁଁ କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ (Narendra Modi) ଙ୍କ ସରକାର ସବୁଆଡେ…

Read More