CBSE:ଯେଉଁମାନେ ମାର୍କରେ ଅସନ୍ତୁଷ୍ଠ,ସେମାନେ ଅଫଲାଇନ୍ ପରୀକ୍ଷା ଦେଇପାରିବେ
ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩୧ ସୁଦ୍ଧା ସିବିଏସଇ (CBSE) ଦ୍ୱାଦଶ ଶ୍ରେଣୀ ଫଳାଫଳ (12th Board Examination Results) ଘୋଷଣା ହେବାର ସମ୍ଭାବନା ରହିଛି। ସିବିଏସ୍ଇ ପରୀକ୍ଷା କଣ୍ଟ୍ରୋଲର ସ୍ଵୟମ ଭରଦ୍ୱାଜ କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ମାର୍କରେ ସନ୍ତୁଷ୍ଟ ନୁହଁନ୍ତି ସେମାନେ ଶାରୀରିକ ପରୀକ୍ଷା (Physical Examination) ରେ ଉପସ୍ଥିତ ରହିପାରିବେ। ଖୁବଶୀଘ୍ର ଆବେଦନକାରୀଙ୍କ ପ୍ରକୃତ ସଂଖ୍ୟା ଜାଣିବା ପାଇଁ ଆମେ ଅନଲାଇନ୍ ପଞ୍ଜୀକରଣ (Online Registration) ଆରମ୍ଭ କରିବୁ। ସେ କହିଛନ୍ତି ଯେ ଜୁଲାଇ…
