Home » PM Kisan Schemes
pm-kisan

PM Kisan Status Check: ମୋଦୀ ସରକାରଙ୍କ ଚାଷୀଙ୍କୁ ଦୀପାବଳି ଭେଟି, ମିଳିଲା ପିଏମ କିସାନ କିସ୍ତି

ନୂଆଦିଲ୍ଲୀ: PM Kisan PM Kisan Status Check Installments ଆଜି ମିଳିଛି ଚାଷୀଙ୍କୁ ଦୀପାବଳି ଭେଟି। ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି (PM Kisan Samman Nidhi)ର ଦ୍ୱାଦଶ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ୨ ହଜାର ଟଙ୍କା ଦେଶର ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇଛନ୍ତି। ସୂଚନାଯୋଗ୍ୟ ଯେ ପିଏମ କିସାନ ସରକାରଙ୍କ ଏକ ଯୁଗାନ୍ତକାରୀ ତଥା ଏକ ଉଚ୍ଚକୋଟୀର ଯୋଜନା। ଆଜି ସୁଦ୍ଧା କେନ୍ଦ୍ର ସରକାର…

Read More
pm kisan

PM Kisan 12th Installments: ମୋଦୀ ସରକାରଙ୍କ ଚାଷୀଙ୍କୁ ଦଶହରା ଭେଟି; ଏହି ଦିନ ମିଳିବ ୪ହଜାର ଟଙ୍କା

ନୂଆଦିଲ୍ଲୀ: PM Kisan 12th Installments: ମୋଦୀ ସରକାର ଦଶହରାରେ  ଚାଷୀଙ୍କୁ ଉପହାର ଦେବାକୁ ଯୋଜନା କରିଛନ୍ତି। ହଁ, ସରକାର ଯୋଗ୍ୟ କୃଷକଙ୍କ ଆକାଉଣ୍ଟରେ ଅକ୍ଟୋବର ୧ରୁ ଅକ୍ଟୋବର ୫ ପର୍ଯ୍ୟନ୍ତ ର ଦ୍ୱାଦଶ କିସ୍ତି (PM Kisan 12th Instalments) ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ଯେଉଁ ଚାଷୀଙ୍କ ଆକାଉଣ୍ଟରେ ଏକାଦଶ କିସ୍ତିର ଟଙ୍କା ଆସିନାହିଁ ଯଦି ସେମାନେ e-Kyc କରିଥିବେ, ତେବେ ଉଭୟ କିସ୍ତିର ଟଙ୍କା ଏକାସାଙ୍ଗରେ ସେମାନଙ୍କ ଆକାଉଣ୍ଟରେ…

Read More
pm kishan

PM Kisan: ପିଏମ କିଷାନରେ ୪୨ ଲକ୍ଷରୁ ଅଧିକ ଚାଷୀ ଅଯୋଗ୍ୟ, ଫେରାଇବେ ଟଙ୍କା; ଓଡ଼ିଶାରୁ ୮ ହଜାରରୁ ଅଧିକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଉଚ୍ଚାଭିଳାଷୀ ଯୋଜନା ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (PM Kisan) ଯୋଜନାରେ ଏକ ପ୍ରମୁଖ ତ୍ରୁଟି ପ୍ରକାଶ ପାଇଛି। ସରକାର ନିଜେ ଏହାକୁ ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିନ ଲୋକସଭାରେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ ଦେଶରେ ୪୨ ଲକ୍ଷରୁ ଅଧିକ କୃଷକ ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଭୁଲ୍ ଭାବରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ…

Read More
pm kishan

PM Kisan: ପ୍ରଧାନମନ୍ତ୍ରୀ ମୋଦୀ ୯ କୋଟି କୃଷକଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ଟଙ୍କା ପଠାଇଛନ୍ତି ଆଜି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ଆଜି PM-Kisan ଯୋଜନା ଅଧୀନରେ ଆର୍ଥିକ ଲାଭର ପରବର୍ତ୍ତୀ କିସ୍ତି କୃଷକଙ୍କ ଆକାଉଣ୍ଟକୁ ପ୍ରେରଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ୯ କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରର ଆକାଉଣ୍ଟକୁ ୧୮ ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରିଛନ୍ତି। ଏହି କାର୍ଯ୍ୟକ୍ରମ ହେଉଛି ସେହି ଦିନ ଯେଉଁ ଦିନ ଦେଶରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ (Atal Bihari Vajpayee) ଙ୍କ ଜନ୍ମ ବାର୍ଷିକୀ…

Read More