Home » PM MODI
samruddhi mahamarg

Samruddhi Mahamarg: ନାଗପୁରର ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନାଗପୁର: Samruddhi Mahamarg ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଗପୁରର ୫୨୦ କିଲୋମିଟର ଦୈର୍ଘ୍ୟ ଏବଂ ନାଗପୁର ଏବଂ ଶିରିଡିକୁ ସଂଯୋଗ କରୁଥିବା ହିନ୍ଦୁ ହୃଦୟସମ୍ରାଟ ବାଲାସାହେବ ଥାକରେ ମହାରାଷ୍ଟ୍ର ସମୃଦ୍ଧି ମହାମାର୍ଗର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ୍‍ କରି ଲେଖିଛନ୍ତି, “ଆମେ ଉନ୍ନତ ମାନର ଭିତ୍ତିଭୂମି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ନାଗପୁର ଏବଂ ଶିରିଡି ମଧ୍ୟରେ ମହାମାର୍ଗ ଏହି ପ୍ରୟାସର ଏକ ଉଦାହରଣ। ଏହି ଆଧୁନିକ ସଡକ ପ୍ରକଳ୍ପର…

Read More
Celebrates Diwali in Kargil

Celebrates Diwali in Kargil: ଦୀପାବଳି ହେଉଛି ଆତଙ୍କବାଦ ଶେଷ ହେବାର ପର୍ବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: Celebrates Diwali in Kargil ଦୀପାବଳି ଉତ୍ସବକୁ ସଶସ୍ତ୍ର ସେନା ବାହିନୀ ସହିତ ପାଳନ କରିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଦୀପାବଳିକୁ କାରଗିଲ୍ (Celebrates Diwali in Kargil) ଠାରେ ଥିବା ସେନା ମାନଙ୍କ ସହିତ ପାଳନ କରିଛନ୍ତି। ସାହସୀ ଯବାନ ମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ , କାରଗିଲ୍‌ର ମାଟି ପ୍ରତି ସମ୍ମାନ ତାଙ୍କୁ ସର୍ବଦା ସଶସ୍ତ୍ର ବାହିନୀର ସାହସୀ ପୁଅ ଓ ଝିଅ ମାନଙ୍କ…

Read More
pm-kisan-status

PM Kisan Yojana Check: ଏଥିପାଇଁ ଆସି ନାହିଁ ପିଏମ କିସାନ ଦ୍ଵାଦଶ କିସ୍ତି, ଏହି ଉପାୟରେ ଆସିବ ଟଙ୍କା

ନୂଆଦିଲ୍ଲୀ: PM Kisan Yojana Check Installment Status ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଦ୍ୱାଦଶ କିସ୍ତି (PM Kisan Yojana) ଯଦି ଆଜି ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ କ୍ରେଡିଟ୍ ହୋଇନାହିଁ  ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ବର୍ତ୍ତମାନ ଏକ ଉପାୟ ମାଧ୍ୟମରେ ପୁଣି ଆପଣ ଆପଣଙ୍କ କିସ୍ତି ପାଇପାରିବେ। ଗତ ଅକ୍ଟୋବର ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୨ତମ କିସ୍ତି ପ୍ରାୟ ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପ୍ରେରଣ କରିଥିଲେ। କିନ୍ତୁ ପ୍ରାୟ…

Read More
pm-kisan

PM Kisan Status Check: ମୋଦୀ ସରକାରଙ୍କ ଚାଷୀଙ୍କୁ ଦୀପାବଳି ଭେଟି, ମିଳିଲା ପିଏମ କିସାନ କିସ୍ତି

ନୂଆଦିଲ୍ଲୀ: PM Kisan PM Kisan Status Check Installments ଆଜି ମିଳିଛି ଚାଷୀଙ୍କୁ ଦୀପାବଳି ଭେଟି। ପ୍ରଧାନମନ୍ତ୍ରୀ କିସାନ ସମାନ ନିଧି (PM Kisan Samman Nidhi)ର ଦ୍ୱାଦଶ କିସ୍ତି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ୨ ହଜାର ଟଙ୍କା ଦେଶର ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପଠାଇଛନ୍ତି। ସୂଚନାଯୋଗ୍ୟ ଯେ ପିଏମ କିସାନ ସରକାରଙ୍କ ଏକ ଯୁଗାନ୍ତକାରୀ ତଥା ଏକ ଉଚ୍ଚକୋଟୀର ଯୋଜନା। ଆଜି ସୁଦ୍ଧା କେନ୍ଦ୍ର ସରକାର…

Read More
Ranapur

Nayagarh News: ନୟାଗଡ଼ ମଣିନାଗ ପୀଠରେ ବିକାଶମୂଳକ କାର୍ଯ୍ୟର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୟାଗଡ: Nayagarh district Maninaga Pitha ନୟାଗଡ଼ ଜିଲ୍ଲା ରଣପୁର (Ranapur) ର ପ୍ରସିଦ୍ଧ ମା’ ମଣିନାଗ ପୀଠର (Nayagarh) ସୌନ୍ଦର୍ଯ୍ୟକରଣ ବୃଦ୍ଧି ପାଇଁ ପର୍ଯ୍ୟଟକ ସୁବିଧା ନିମନ୍ତେ ହୋଇଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଗୁରୁବାର କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଙ୍କ ଦ୍ଵାରା ଆଜି ଗୁରୁବାର ଲୋକାର୍ପିତ ହୋଇଯାଇଛି। ମା’ଙ୍କ ସେବା କରିବା ପାଇଁ ସୁଯୋଗ ଦେଇଥିବାରୁ ବୀରଭୂମି ଓ ଐତିହ୍ୟସମ୍ପନ୍ନ ରଣପୁର ଅଞ୍ଚଳର ସ୍ୱାଭିମାନୀ ନାଗରିକମାନଙ୍କୁ…

Read More
rajpath_kartabya _path

Kartavya Path: ରାଜପଥର ନୂଆ ନାମ ହେବ ‘କର୍ତ୍ତବ୍ୟ ପଥ’ ଆସନ୍ତାକାଲି ପ୍ରଧାନମନ୍ତ୍ରୀ କରିବେ ଉଦଘାଟନ

ନୂଆଦିଲ୍ଲୀ: Kartavya Path: ରାଜପଥର ନୂଆ ନାମ ହେବ ‘କର୍ତ୍ତବ୍ୟ ପଥ'(Kartavya Path)। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ସେପ୍ଟେମ୍ବର ୮, ୨୦୨୨ ସନ୍ଧ୍ୟା ୭ଟା ବେଳେ କର୍ତ୍ତବ୍ୟ ପଥ ଉଦଘାଟନ କରିବେ। କ୍ଷମତାର ପ୍ରତୀକ ତତ୍କାଳୀନ ରାଜପଥକୁ କର୍ତ୍ତବ୍ୟ ପଥ ଭାବେ ନାମିତ କରିବା ଜନ ଅଧିକାର ଓ ସଶକ୍ତିକରଣର ଏହା ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଇଣ୍ଡିଆ ଗେଟ (India Gate) ଠାରେ ନେତାଜୀ ସୁଭାଷ ଚନ୍ଦ୍ର…

Read More
Cabinet-Expansion

New Cabinet: ଓଡ଼ିଶାକୁ ମିଳିଲା ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରୀପଦ; ଶିକ୍ଷା, ରେଳ ଏବଂ ଜଳ ସମ୍ପଦ ବିଭାଗ, ଧର୍ମେନ୍ଦ୍ର ପ୍ରଧାନ ହେଲେ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ମନ୍ତ୍ରୀ ପରିଷଦର ଆକାର ବର୍ତ୍ତମାନ ବୃଦ୍ଧି ପାଇଛି। ବୁଧବାର କେନ୍ଦ୍ର ମନ୍ତ୍ରୀ ପରିଷଦର ସମ୍ପ୍ରସାରଣ କରାଯାଇଛି। ଏଥିରେ ୩୬ଜଣ ନୂଆ ଚେହେରାକୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ବର୍ତ୍ତମାନର ୭ଜଣ ମନ୍ତ୍ରୀ ପଦୋନ୍ନତି ପାଇ କ୍ୟାବିନେଟରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ରାଷ୍ଟ୍ରିୟ ଭବନର ଦୁର୍ବାର ହଲରେ ଆୟୋଜିତ ଏକ ସମାରୋହରେ ମନ୍ତ୍ରୀ ପରିଷଦରେ ଅନ୍ତର୍ଭୁକ୍ତ ସମସ୍ତ ୪୩ଜଣ ସଦସ୍ୟଙ୍କୁ ଶପଥ ଗ୍ରହଣ କରାଇଥିଲେ। ମୋଦୀ…

Read More
cabinet-reshuffle

Modi Government Cabinet: ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ଏବଂ ବିଶେଶ୍ଵର ଟୁଡୁଙ୍କ ସମେତ ୪୩ ଜଣ କେନ୍ଦ୍ରମନ୍ତ୍ରୀ ଭାବେ ନେଲେ ଶପଥ

ନୂଆଦିଲ୍ଲୀ: ଆଜି ମୋଦୀ ସରକାର (Modi Government) ଙ୍କ କେନ୍ଦ୍ରମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ବୁଧବାର ସନ୍ଧ୍ୟା ୬ଟାରେ ମନ୍ତ୍ରୀମାନେ ଶପଥ ନେଇଛନ୍ତି। ୧୫ ଜଣଙ୍କୁ କ୍ୟାବିନେଟ୍ (Cabinet) ପାହ୍ୟା ମିଳିଥିବା ବେଳେ ୨୮ ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (Ministers of State) ପଦ ମିଳିଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ଵତନ୍ତ୍ର ଶପଥ ଗ୍ରହଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମନ୍ତ୍ରୀମାନଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହି ଉତ୍ସବରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More
paddy_msp_price_1940

Modi ସରକାରଙ୍କ ବଡ ନିଷ୍ପତି,ଧାନର MSP ମୂଲ୍ୟ କୁଇଣ୍ଟାଲ ପିଛା ୧୯୪୦ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ (Cabinet) ବୁଧବାର ଚଳିତ ଖରିଫ ଫସଲ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ ଘୋଷଣା କରିଛନ୍ତି। ସରକାର ଧାନ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (MSP) କୁ ୨୦୨୧-୨୨ ଫସଲ ବର୍ଷ ପାଇଁ କ୍ୱିଣ୍ଟାଲ ପିଛା ୧,୮୬୮ ରୁ ୧,୯୪୦ ଟଙ୍କାକୁ  ବୃଦ୍ଧି କରିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ଟୋମର କହିଛନ୍ତି ଯେ ଦେଶର କୃଷକଙ୍କ ଆୟ ଦ୍ୱିଗୁଣିତ…

Read More
tma

Model Tenancy Act:ଆଉ ରହିବନି ଘରଭଡା ଟେନସନ, ସାରା ଦେଶରେ ନୂତନ ଘରଭଡା ଆଇନକୁ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା  ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ (Model Tenancy Act) ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ…

Read More
cbi-chief

CBI ର ନୂଆ ନିର୍ଦ୍ଦେଶକ ହେଲେ ଆଇପିଏସ୍ ସୁବୋଧ କୁମାର ଜୟସ୍ୱାଲ

ନୂଆଦିଲ୍ଲୀ:କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ମଙ୍ଗଳବାର ବିଳମ୍ବିତ ରାତିରେ ଏହାର ନୂଆ ମୁଖ୍ୟଙ୍କୁ ପାଇଛି। ଆଇପିଏସ୍ (IPS) ଅଧିକାରୀ ସୁବୋଧ କୁମାର ଜୟସ୍ୱାଲ (Subodh Kumar Jaiswal) ସିବିଆଇର ନୂତନ ନିର୍ଦ୍ଦେଶକ କରାଯାଇଛି। ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ରହିବ। ମଙ୍ଗଳବାର ଜୟସ୍ୱାଲଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି। ଜୟସ୍ୱାଲ ୧୯୮୫ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (IPS) ଅଧିକାରୀ ଏବଂ ଏହା ପୂର୍ବରୁ ସେ ମହାରାଷ୍ଟ୍ରର ପୋଲିସ୍ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ।…

Read More