Home » PM MODI » Page 7

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ପରଲୋକ

ନୂଆଦିଲ୍ଲୀ:ମହାନ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ହୃଦଘାତ କାରଣରୁ ଆଜି ସୋମବାର ଆମେରିକାରେ ଦେହାନ୍ତ ହୋଇଯାଇଛି। କରୋନା ଭୂତାଣୁ ମହାମାରୀ ଯୋଗୁଁ ଲକଡାଉନ୍ ପରଠାରୁ ପଣ୍ଡିତ ଜସରାଜ ନ୍ୟୁ ଜର୍ସିରେ ଥିଲେ। ଆମେରିକାର ନ୍ୟୁ ଜର୍ସି ସ୍ଥିତ ତାଙ୍କ ବାସଭବନରେ ହୃଦଘାତରେ ମୃତ୍ୟୁ ବରଣ କରିଛନ୍ତି। ଚଳିତ ବର୍ଷ ଜାନୁଆରୀରେ ନିଜର ୯୦ତମ ଜନ୍ମଦିନ ପାଳନ କରିଥିବା ପଣ୍ଡିତ ଜସରାଜ ଫେସବୁକ୍ ଲାଇଭ୍ ମାଧ୍ୟମରେ ବାରାଣାସୀର ସଙ୍କଟ ମୋଚନ ହନୁମାନ ମନ୍ଦିର ପାଇଁ ଏପ୍ରିଲ୍ ୯ରେ ହନୁମାନ…

Read More

ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ନେପାଳର ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ୍‌ କରିଥିଲେ। ଏହି ଫୋନ୍ କଲ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ  ଯେ ଗତ କିଛିଦିନ ହେବ ଭାରତ ଓ ନେପାଳ ମାଧରେ ଭଲ ସମ୍ପର୍କ ନାହିଁ। ସୀମା ବିବାଦ ପରେ ପ୍ରଥମ ଥର ପାଇଁ ଥିଲା ଏହି କଥାବାର୍ତ୍ତା।  ସୀମାକୁ ନେଇ ନେପାଳ ଏବଂ ଭାରତ ସମ୍ପର୍କ ମଧ୍ୟରେ କଳହ ଲାଗିଥିଲା। ଏହା ପରେ ନେପାଳ ଅନେକ ଥର ଭାରତ ବିରୋଧରେ…

Read More

ପ୍ରତ୍ୟେକ ଗ୍ରାମକୁ ଆଗାମୀ ହଜାର ଦିନରେ ଅପ୍ଟିକାଲ୍ ଫାଇବର କେବୁଲ୍ ସଂଯୋଗ କରାଯିବ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ଆସନ୍ତା ହଜାର ଦିନରେ ଦେଶର ପ୍ରତ୍ୟେକ ଗାଁ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୁକ୍ତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୪  ତମ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ଅଭିଭାଷଣରେ କହିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପୂର୍ବରୁ ଦେଶରେ କେବଳ ୫ ଡଜନ ପଞ୍ଚାୟତ ଅପ୍ଟିକାଲ ଫାଇବର କେବୁଲ ସହିତ ସଂଯୁକ୍ତ ଥିଲା। ଗତ ପାଞ୍ଚ ବର୍ଷ ମଧ୍ୟରେ ଦେଶରେ ପ୍ରାୟ ଦେଢ ଲକ୍ଷ ଗ୍ରାମ ପଞ୍ଚାୟତ ଅପ୍ଟିକାଲ ଫାଇବର…

Read More

ମେକ୍‌ ଇନ୍‌ ଇଣ୍ଡିଆ ସହିତ ମେକ୍‌ ଫର୍‌ ୱାର୍ଲ୍ଡ ଆମର ମନ୍ତ୍ର ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ:ଦେଶର ୭୪ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଐତିହାସକ ଲାଲକିଲ୍ଲାଠାରେ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କୋଭିଡ଼-୧୯ପରିଚାଳନା ସଂପର୍କୀତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ପ୍ରସଙ୍ଗର ଅବତାରଣା କରିଥିଲେ। ପ୍ରଧାନମନ୍ତ୍ରୀ କହିଲେ ଯେ କୋଭିଡ଼-୧୯ ପରିଚାଳନାର ଅଂଶବିଶେଷ ସ୍ୱରୂପ ଆତ୍ମନିର୍ଭର ଭାରତ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ସାମଗ୍ରୀ ଘରୋଇ ଭାବେ ଉତ୍ପାଦନ କରାଯାଉଛି। ଏହା…

Read More

୭୪ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀନଗରରେ…

ଶ୍ରୀନଗର: ୭୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଶ୍ରୀନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଲାଇଭ ପ୍ରଦର୍ଶନ କରିଥିଲା। ଏହି ଲାଇଭ୍ ସ୍କ୍ରିନ୍ ଗୁଡିକ  ଟିଆରସି କ୍ରସିଂ, ଶ୍ରୀନଗରର ଜାହାଙ୍ଗୀର ଚୌକ ସହିତ ଅନ୍ୟାନ୍ୟ ମୁଖ୍ୟ ସ୍ଥାନରେ ପ୍ରୋଜେକ୍ଟର୍ ଲଗାଯାଇଥିଲା।ପ୍ରଧାନମନ୍ତ୍ରୀଙ୍କ ଭାଷଣ ବଡ଼ ପରଦାରେ ସିଧା ପ୍ରଦର୍ଶିତ ହୋଇଥିଲା। ଏହା ପ୍ରଥମ ଥର ପାଇଁ ଶ୍ରୀନଗର ଅଞ୍ଚଳରେ ବଡ ପରଦାରେ ପ୍ରଧାନମନ୍ତ୍ରୀଙ୍କ…

Read More

୭୪ତମ ସ୍ୱାଧୀନତା ଦିବସରେ ଦେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ:ଆଜି ସମଗ୍ର ଦେଶ ୭୪ତମ ସ୍ୱାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ରମାଗତ ସପ୍ତମ ଥର ପାଇଁ ଲାଲକିଲ୍ଲାରୁ  ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ପ୍ରଧାନମନ୍ତ୍ରୀ ପ୍ରଥମେ ରାଜଘାଟ ଯାଇ ସେଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ଲାଲକିଲ୍ଲାରେ ପହଂଚିଥିଲେ। ଘଟଣାସ୍ଥଳରେ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଗାର୍ଡ ଅଫ ଅନର ଗ୍ରହଣ…

Read More

ପ୍ରଧାନମନ୍ତ୍ରୀଙ୍କ ‘ଶ୍ରୀରାମ ଜନ୍ମଭୂମି ମନ୍ଦିର ‘ ଭୁମି ପୂଜନ;ପାରସ୍ପରିକ ପ୍ରେମ ଏବଂ ଭାଇଚାରା ଭିତ୍ତିରେ ଏହି ମନ୍ଦିର ନିର୍ମାଣ କରାଯିବା ଉଚିତ୍: ପ୍ରଧାନମନ୍ତ୍ରୀ ମୋଦୀ

ଅଯୋଧ୍ୟା : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ଭୁମି ପୂଜନ ଏବଂ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି। ପୁରୋହିତମାନେ ଭୁମି ପୂଜନ ଜପ କରିବା ଆରମ୍ଭ କରିଥିଲେ ଏବଂ ପରେ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇବା ସହିତ ଭୁମି ପୂଜନ କାର୍ଯ୍ୟ ଶେଷ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ନଅଟି ପଥର ପୂଜା କରାଯାଇଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ସମଗ୍ର ଦେଶବାସୀ ଏବଂ ରାମ ଭକ୍ତଙ୍କୁ ଅଭିନନ୍ଦନ…

Read More

ଲେହଠାରେ ଭାରତୀୟ ସେନା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ପଷ୍ଟ ସୂଚନା ଦେଇଛନ୍ତି ଯେ ଏହା ଏକ ନୂତନ ଭାରତ, ନା କା ଦବାବ ରେ ଆସିବ ନା ନତମସ୍ତକ ହେବ। କେବଳ ଚୀନ୍ ନୁହେଁ, ମୋଦୀ ସମଗ୍ର ବିଶ୍ୱକୁ କହିବାରେ ସଫଳ ହୋଇଛି ଯେ ଭାରତ କୌଣସି ଆକ୍ରମଣରେ ପଛଘୁଞ୍ଚା ଦେବ ନାହିଁ। ସେ ତାଗିଦରୁ ବଞ୍ଚିବେ କିନ୍ତୁ ପ୍ରତ୍ୟେକ ଆକ୍ରମଣର ଉପଯୁକ୍ତ ଉତ୍ତର ଦେବାକୁ ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ଏଭଳି ପରିସ୍ଥିତିରେ ଚୀନ୍ ସହିତ ପାକିସ୍ତାନ…

Read More