ଚୀନ୍ ସହିତ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଲେହରେ ପହଞ୍ଚିଲେ; ସୈନିକ ମାନଙ୍କ ସହ କଥାବାର୍ତ୍ତା
ପ୍ରକୃତ ନିୟନ୍ତ୍ରଣ ଲାଇନ(ଏଲଏସି) ଉପରେ ଚୀନ୍ ସହିତ ସୀମା ବିବାଦ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହଠାତ୍ ଲେହରେ ପହଞ୍ଚିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍ ବିପିନ ରାୱତ ଏବଂ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱାନେ ମଧ୍ୟ ଅଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସୈନିକ ମାନଙ୍କୁ ଭେଟି ସେନାର ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ। ସୂଚନା ଯୋଗ୍ୟ ଯେ,ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଲଦାଖ ଗସ୍ତ କରିବାର…
