ପ୍ରଧାନମନ୍ତ୍ରୀ କେୟାର୍ସ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ୫୦ହଜାର ଭେଣ୍ଟିଲେଟର ପ୍ରସ୍ତୁତ
ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ହଜାରେ କୋଟି ଟଙ୍କା ମଞ୍ଜୁର ପ୍ରଧାନମନ୍ତ୍ରୀ କେୟାର୍ସ କାର୍ଯ୍ୟକ୍ରମ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ଦେଶରେ ପ୍ରସ୍ତୁତ ୫୦ ହଜାର ଭେଣ୍ଟିଲେଟର ଦେଶରେ କୋଭିଡ଼-୧୯ ବିରୋଧରେ ଲଢ଼ିବା ସକାଶେ ନିୟୋଜିତ କରାଯିବ। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ଥିବା ସରକାରୀ କୋଭିଡ଼ ହସପିଟାଲକୁ ଏହିସବୁ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ସରକାର ଦୁଇ ହଜାର କୋଟି ଟଙ୍କା ମଂଜୁର କରିଛନ୍ତି। ଏହି ୫୦ ହଜାର ଭେଣ୍ଟିଲେଟର ମଧ୍ୟରୁ…
