Pradhanmantri Jan-Dhan ଯୋଜନା ଖାତାଧାରୀଙ୍କୁ ବୀମା ସୁବିଧା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା (PMJDY) ଅଧୀନରେ ଆକାଉଣ୍ଟଧାରୀଙ୍କୁ ୧ ଲକ୍ଷ ଟଙ୍କାର ଦୁର୍ଘଟଣା ବୀମା ସୁବିଧା ସହିତ ଏକ ମାଗଣା ରୁପେ ଡେବିଟ୍ କାର୍ଡ (Rupay Debit Card) ପ୍ରଦାନ କରାଯାଇଛି। ୨୮-୦୮-୨୦୧୮ ପରେ ଖୋଲାଯାଇଥିବା ପିଏମଜେଡିୱାଇ ଆକାଉଣ୍ଟଧାରୀଙ୍କ ବୀମା ରାଶିକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଆଜି ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହି ସୂଚନା ଦେଇଛନ୍ତି। ଅଧିକ ବିବରଣୀ…
