Home » pmmodi
modi-odia new year

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଆହୁରି ୫ ମାସ ମିଳିବ ମାଗଣା ରାସନ,ମିଳିଲା କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Narendra Modi)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (Pradhanmantri Garib Kalyan Yojana) ପର୍ଯ୍ୟାୟ-୪  ଅନ୍ତର୍ଗତ ଜୁଲାଇରୁ ନଭେମ୍ବର ୨୦୨୧  ପର୍ଯ୍ୟନ୍ତ ଅଧିକ ପାଞ୍ଚ ମାସ ପାଇଁ ଏନଏଫଏସଏ (National Food Security Act-NFSA) ହିତାଧିକାରୀମାନଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫କିଗ୍ରା ଲେଖାଏଁ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଏଥିରେ…

Read More
pm-modi- maan-ki-baat

G-7 Summit:ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମନ୍ତ୍ର One Earth, One Health

ନୂଆଦିଲ୍ଲୀ: ଜି -7 (Group Of Seven) ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ସମ୍ବୋଧିତ କରୁଛନ୍ତି। ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ (Boris Johnson) ଙ୍କ ନିମନ୍ତ୍ରଣ କ୍ରମେ ସେ ଡିଜିଟାଲ ମାଧ୍ୟମ ମାଧ୍ୟମରେ ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଉଛନ୍ତି। ସେ ତାଙ୍କ ସମ୍ମିଳନୀ ସମ୍ବୋଧନରେ  କରୋନାଭାଇରସ୍ ମହାମାରୀ ଦମନ ଲାଗି ବିଶ୍ଵର ସମ୍ମିଳିତ ଉଦ୍ୟମ ଆବଶ୍ୟକ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ ଏକ  ପୃଥିବୀ ଏକ…

Read More
pmmodi-mahimalive

ଦ୍ୱାଦଶ ଶ୍ରେଣୀ CBSE ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି:ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ (CBSE 12th Exam 2021 cancelled) କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି। ଏହି ବୈଠକରେ ଅନେକ ରାଜ୍ୟ ପରୀକ୍ଷା ନକରିବାକୁ ଦାବି କରିଥିଲେ, ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପାଇଁ ପରୀକ୍ଷା ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆୟୋଜନ ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More
school CBSE

12th Exam 2021 cancelled: CBSE ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ଲହର (Covid Second Wave) ଆସିବା ପରେ ଭୟଙ୍କର ବାତାବରଣ ସୃଷ୍ଟି ହୋଇଥିଲା। ଏହି ସମୟରେ, କୋଭିଡକୁ  ଏଡାଇବା ପାଇଁ ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ବାତିଲ (CBSE 12th Exam 2021 cancelled) କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ କରାଯାଇଛି। ଏହି ବୈଠକରେ ଅନେକ ରାଜ୍ୟ ପରୀକ୍ଷା ନକରିବାକୁ ଦାବି କରିଥିଲେ, ଏହା…

Read More
modi-yaas

Yaas:ଆକାଶମାର୍ଗରୁ ବାତ୍ୟା କ୍ଷତିଗ୍ରସ୍ତର ସ୍ଥିତି ପରଖିଲେ ପ୍ରଧାନମନ୍ତ୍ରୀ,ଓଡ଼ିଶାକୁ ଦେଲେ ୫୦୦ କୋଟି

ଭୂବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minisiter Narendra Modi) ଆଜି ଓଡ଼ିଶା (Odisha) ଗସ୍ତରେ ଆସି ଭୁବନେଶ୍ୱର ବିମାନ ବନ୍ଦରଠାରେ ବାତ୍ୟା ୟାସ୍‍ (Cyclone Yaas) ଯୋଗୁଁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ରସରକାର ସବୁବେଳେ ଓଡ଼ିଶା ସହ ରହିଆସିଛନ୍ତି। ବୈଠକରେ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ, ସ୍ୱତନ୍ତ୍ର ରିଲିଫ କମିଶନର…

Read More

Uttar Pradesh: ବୋହୂର ନିର୍ଯ୍ୟାତନାରେ ଅସୁବିଧା ଭୋଗୁଥିବା ବୃଦ୍ଧା; ତାଙ୍କ ସମ୍ପତ୍ତି ପିଏମ ମୋଦୀଙ୍କ ନାମରେ ରଖିବାକୁ ନିଷ୍ପତ୍ତି

ମୈନପୁରୀ: ଉତ୍ତରପ୍ରଦେଶର (Uttar Pradesh) ମୈନପୁରୀ ଏକ ନିଆରା ଘଟଣା ସାମ୍ନାକୁ ଆସିଛି। ଜଣେ ୮୫ ବର୍ଷ ବୟସ୍କା ମହିଳା ତାଙ୍କ ସମ୍ପତ୍ତି ୧୨ ବିଘା ଜମି ପିଏମ ମୋଦୀ (PM Modi) ଙ୍କ ନାମରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଜିଦ୍‌ ବିଷୟରେ ଓକିଲଙ୍କ ନିକଟକୁ ଯାଇଥିଲେ। ତାଙ୍କ ବୋହୂର ଆଚରଣରେ ଅତିଷ୍ଠ  ହୋଇ ୮୫ ବର୍ଷିୟ ବିଟାନ ଦେବୀ। ମୈନପୁରୀର ଚିତ୍ତାନ ଗ୍ରାମ ନିବାସୀ ୮୫ ବର୍ଷିୟ ବିଟନ ଦେବୀ ପୁରାଣ ଲାଲ ତହସିଲରେ…

Read More

ପ୍ରଧାନମନ୍ତ୍ରୀ ଙ୍କ ‘ମନ କି ବାତ୍’ ରେ ଅରୁଣାଚଳ ପ୍ରଦେଶର ଏକ ଗାଁ …

ପ୍ରଧାନମନ୍ତ୍ରୀ ଶ୍ରୀ ନେରନ୍ଦ୍ର ମୋଦୀ ଦେଶବାସୀ ଙ୍କୁ ମନ କି ବାତ୍  ରେ ଏକ ପ୍ରେରଣାଦାୟୀ କଥା କହିଛନ୍ତି।  ପ୍ରଧାନମନ୍ତ୍ରୀ କହିଲେ  ଯେ ,ମୋର ପ୍ରିୟ ଦେଶବାସୀଗଣ ପ୍ରତି ମାସରେ ଆମେ ଏଭଳି ଖବର ପଢ଼ୁଛୁଁ ଆଉ ଦେଖୁଛୁଁ ଯାହାକି ଆମକୁ ଖୁବ୍ ଭାବପ୍ରବଣ କରିଦେଉଛି। ଇଏ ଆମକୁ ଏକଥା ମନେପକାଇ ଦେଉଛି ଯେ, କେମିତି ପ୍ରତ୍ୟେକ ଭାରତୀୟ ପରସ୍ପରକୁ ସାହାଯ୍ୟ କରିବା ପାଇଁ ତତ୍ପର! ଯିଏ ଯେତିକି ପାରିଲା ସେତିକି କରିବା ପାଇଁ ବ୍ୟଗ୍ର। ପ୍ରଧାନମନ୍ତ୍ରୀ କହିଲେ,ଅରୁଣାଚଳ…

Read More

ଯୋଗ ଭେଦଭାବ କରେ ନାହିଁ ଏହା ଏକତାର ଦିନ : ପ୍ରଧାନମନ୍ତ୍ରୀ ମୋଦୀ

ଆଜି ସାରା ବିଶ୍ୱରେ କରୋନା ଭାଇରସ୍ ସଙ୍କଟ ମଧ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଷଷ୍ଠତମ ଆନ୍ତର୍ଜାତୀୟ ଯୋଗ ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା । ଏହି ଦିନ ଏକତା ଏବଂ ସର୍ବଭାରତୀୟ ଭାଇଚାରା ର ଦିନ। ଏହା ଏକତା ପାଇଁ ଏକ ଶକ୍ତି ଭାବରେ ଉଭା ହୋଇଛି ଏବଂ ମାନବିକତାର ଭାବନା ର ବିଶ୍ୱାସ ସୃଷ୍ଟି…

Read More