Madurai Fire Cracker: ମଦୁରାଇ ବାଣ କାରଖାନାରେ ଭୀଷଣ ଅଗ୍ନିକାଣ୍ଡ; ୫ ମୃତ,ଉଦ୍ଧାର କାର୍ଯ୍ୟ ଜାରି
ମଦୁରାଇ: ଶୁକ୍ରବାର ତାମିଲନାଡୁର ମଦୁରାଇ (Madurai) ରେ ଏକ ବଡ଼ ଦୁର୍ଘଟଣା ଘଟିଛି। କାଲୁପାଟ୍ଟି ଅଞ୍ଚଳରେ ଥିବା ଏକ ଆତସବାଜି (Fire Cracker) କାରଖାନାରେ ନିଆଁ ଲାଗି ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନିଜଣ ଆହତ ହୋଇଛନ୍ତି। ମଦୁରାଇ ପୋଲିସ ଏହି ସୂଚନା ଦେଇଛି। ପ୍ରାଥମିକ ଅନୁସନ୍ଧାନରୁ ଉଦ୍ଧୃତ ପୋଲିସ କହିଛି ଯେ ରାସାୟନିକ ପଦାର୍ଥ ମିଶ୍ରଣ କରୁଥିବା ବେଳେ ଘର୍ଷଣ ଯୋଗୁଁ ନିଆଁ ଲାଗିଯାଇଥିଲା ଏବଂ କାରଖାନା ବିଲ୍ଡିଂରେ ଅନେକ ବିସ୍ଫୋରଣ ଘଟିଥିଲା। ଏହି…
