Home » police station

ଆଗ୍ରାରେ ବସ୍ ହାଇଜାକ୍:୩୪ ଯାତ୍ରୀ ଅଛନ୍ତି ବସରେ

ଆଗ୍ରା:ଉତ୍ତରପ୍ରଦେଶର ଆଗ୍ରା ସହରର କିଛି ଲୋକ ଏକ ଘରୋଇ ବସ୍ ଅପହରଣ କରି ଡ୍ରାଇଭର-କଣ୍ଡକ୍ଟରଙ୍କୁ ବନ୍ଧକ ରଖିଥିଲେ। ବସ୍‌ରେ ୩୪  ଜଣ ଯାତ୍ରୀ ଅଛନ୍ତି। ସେମାନେ ଯାତ୍ରୀମାନଙ୍କ ସହିତ ବସ୍ ନେଇଥିଲେ। ସକାଳେ ଡ୍ରାଇଭର ଓ ହେଲପର  ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ସୂଚନା ଅନୁସାରେ ,ମଙ୍ଗଳବାର ବିଳମ୍ବିତ ରାତିରେ ଗୁରୁଗ୍ରାମରୁ ବସ୍ କୁ ଫାଇନାନ୍ସ କର୍ମଚାରୀମାନେ ଯାତ୍ରୀଙ୍କ ସହିତ ହାଇଜାକ କରିନେଇଥିଲେ।ସେମାନଙ୍କ ସନ୍ଧାନରେ ସମଗ୍ର ଜିଲ୍ଲାକୁ ସତର୍କ କରାଯାଇଛି। ସୀମାରେ ଯାଞ୍ଚ କରାଯାଉଛି। ରାତି ସାଢେ ଦଶରେ…

Read More

ସୁଶାନ୍ତ ସିଂ ରାଜପୁତ ଘଟଣା : ଏଫ୍ଆଇଆର୍ ବିରୋଧରେ ସୁପ୍ରିମକୋର୍ଟ ଗଲେ ରିୟା

ମୁମ୍ବାଇ : ଗତ ଜୁନ ୧୪ରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ମୁମ୍ବାଇସ୍ଥିତ  ବାସଭବନରୁ   ମିଳିଥିଲା। ଏହି ମାମଲାରେ ତାଙ୍କ ପିତା କେ.କେ ସିଂ ପାଟନାରେ ତାଙ୍କ ପୁଅର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର (FIR)ଦାଖଲ କରିଛନ୍ତି। ସେ ରିୟାଙ୍କୁ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଉଠାଣ ଏବଂ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି।  ବିହାର ପୋଲିସ ଟିମ୍ ବର୍ତ୍ତମାନ ମାମଲାର ତଦନ୍ତ ପାଇଁ…

Read More