Potato Price: ଲୋକଙ୍କୁ ମହଙ୍ଗା ଆଳୁରୁ ମିଳିବ ମୁକ୍ତି, ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ (mahimalive) : କେନ୍ଦ୍ରରେ ଥିବା ନରେନ୍ଦ୍ର ମୋଦୀ (Narendra Modi) ସରକାର ଶୁକ୍ରବାର ଦିନ ବିନା ଲାଇସେନ୍ସରେ ଭୁଟାନ (Bhutan) ରୁ ଆଳୁ (Potato) ଆମଦାନୀ କରିବାକୁ ଅନୁମତି ଦେଇଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଘରୋଇ ଯୋଗାଣ ବୃଦ୍ଧି କରିବା ଏବଂ ଆଳୁ ମୂଲ୍ୟ ନିୟନ୍ତ୍ରଣ କରିବା ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ (DGFT) ଏକ ବିଜ୍ଞପ୍ତିରେ କହିଛି ଯେ ଲାଇସେନ୍ସ ବିନା ଆମଦାନୀକୁ କେବଳ ୩୧ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି। ତଥାପି, ଆଳୁ…
