Home » PRADHANMANTRI AWAS YOJANA

ତୃଣମୂଳସ୍ତରରେ ଆମର ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗୁ କୋଭିଡ ମୁକାବିଲାରେ ଭାରତ ବିଶ୍ୱର ଶ୍ରେଷ୍ଠ ଆରୋଗ୍ୟ ହାର ହାସଲ କରିପାରିଛି : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର, ୧୭ ଜୁଲାଇ ରେ  ନ୍ୟୁୟର୍କସ୍ଥିତ ମିଳିତ ଜାତିସଂଘ ଠାରେ ଅନୁଷ୍ଠିତ ମିଳିତ ଜାତିସଂଘ ଅର୍ଥନୈତିକ ଏବଂ ସାମାଜିକ ପରିଷଦ (ୟୁଏନଇସିଓଏସଓସି)ର ଏକ ଉଚ୍ଚସ୍ତରୀୟ ଭର୍ଚୁଆଲ ଅଧିବେଶନରେ ଉଦଘାଟନୀ ବକ୍ତବ୍ୟ ଦେଇଛନ୍ତି। ସୂଚନା ଯୋଗ୍ୟ ଗତ ୧୭ ଜୁନରେ ୨୦୨୧-୨୨ ଅବଧି ଲାଗି ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବହୁସଂଖ୍ୟକ ମିଳିତ ଜାତିସଂଘ ସଦସ୍ୟମାନଙ୍କୁ ପ୍ରଧାନମନ୍ତ୍ରୀ ଉଦବୋଧନ…

Read More

ପ୍ରବାସୀ ଶ୍ରମିକମାନଙ୍କୁ ସରକାର ଦେବେ ଶସ୍ତା ଭଡା ଘର

ନୂଆଦିଲ୍ଲୀ : ବର୍ତ୍ତମାନ ପ୍ରବାସୀ ଶ୍ରମିକ ପାଇବେ ଭଡା ଘର। ତା’ପୁଣି ଶସ୍ତାରେ।  କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗୃହ ଯୋଜନା ଅଧୀନରେ ୧୦୭ ଟି ସହରରେ ୧  ଲକ୍ଷ ୮  ହଜାର ଛୋଟ ଘର ପ୍ରସ୍ତୁତ ଅଛି। ପ୍ରବାସୀ ଶ୍ରମିକମାନଙ୍କୁ ଏହି ଘର ଭଡା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଶ୍ରମିକମାନେ ଆଗରୁ  ଶସ୍ତା ଭଡା ଘର ପାଉନଥିଲେ , କିନ୍ତୁ ବର୍ତ୍ତମାନ ସରକାର ସେମାନଙ୍କ ପାଇଁ  ଶସ୍ତା ଭଡା ଘର ଯୋଗେଇଦେବା…

Read More