ତିରୁପତି ମନ୍ଦିର ର ୨୧ ପୁରୋହିତ କରୋନାରେ ସଂକ୍ରମିତ
ତିରୁପତି ମନ୍ଦିରର ପୁରୋହିତ ଏବଂ କର୍ମକର୍ତ୍ତା ମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସୂଚନା ଅନୁସାରେ ତିରୁମାଲା ତିରୁପତି ଦେବସ୍ଥାନମ୍ (TTD) ର ୨୧ ପୁରୋହିତଙ୍କ କରୋନା ରିପୋର୍ଟ୍ ପଜିଟିଭ୍ ଆସିଛି। ସୂଚନା ଅନୁସାରେ ତିରୁମାଲା ତିରୁପତି ଦେବସ୍ଥାନମ୍ ରେ ଏପର୍ଯ୍ୟନ୍ତ ୧୫୮ ଟି କରୋନା ମାମଲା ସାମନା କୁ ଆସିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସହକାରୀ ପୁରୋହିତ, ଲଡୁ ତିଆରି ରୋଷେଇ ଘରର ୧୬ ଜଣ କର୍ମଚାରୀ ଏବଂ ୫୬…
