Home » Puducherry News Updates
pm-modi-visit

Puducherry: ପୁଡୁଚେରୀ ହେଉଛି ଋଷି, ବିଦ୍ୱାନ, କବି ଓ ବିପ୍ଳବୀମାନଙ୍କ ଭୂମି: ପ୍ରଧାନମନ୍ତ୍ରୀ

ପୁଡୁଚେରୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Modi) ଆଜି ପୁଡୁଚେରୀ (Puducherry) ଠାରେ NH45-Aର ଚାରିଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି। ଏହା କରାଇକାଲ ଜିଲ୍ଲା ଏବଂ କରାଇକାଲଠାରେ ମେଡିକାଲ କଲେଜର ନୂତନ କ୍ୟାମ୍ପସ ତଥା କରାଇକାଲ ଜିପମର ପ୍ରଥମ ଖଣ୍ଡକୁ ସଂଯୋଗ କରିବ। ଏହାଛଡା ଶ୍ରୀ ମୋଦୀ ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ କ୍ଷୁଦ୍ରବନ୍ଦର ବିକାଶ ଓ ପୁଡୁଚେରୀ ଇନ୍ଦିରା ଗାନ୍ଧୀ କ୍ରୀଡା ପରିସରର ସିନ୍ଥେଟିକ ଟ୍ରାକର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଶ୍ରୀ…

Read More
CONGRESS

Puducherry: ପୁଡୁଚେରୀ ହାତରୁ ଯିବାପରେ କଂଗ୍ରେସ ଦକ୍ଷିଣ ଭାରତରେ ସଫା, ବର୍ତ୍ତମାନ କେବଳ ୫ ରାଜ୍ୟରେ ସରକାର

ନୂଆଦିଲ୍ଲୀ: ପୁଡୁଚେରୀରେ କଂଗ୍ରେସ (Congress) ସରକାର ପତନ ହୋଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ (CM V. Narayanasamy) ଆସ୍ଥା ଭୋଟରେ ହାରିଯାଇଛନ୍ତି। ନାରାୟଣସ୍ୱାମୀ ଲେଫ୍ଟଟାଣ୍ଟ ଗଭର୍ଣ୍ଣର ତାମିଲାଇସାଇ ସାଉଣ୍ଡାରାଜନ (Lieutenant Governor Tamilisai Soundararajan) ଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। କଂଗ୍ରେସ ବିଧାୟକ ଲକ୍ଷ୍ମୀନାରାୟଣ (Lakshminarayanan) ଏବଂ ଡିଏମକେ ବିଧାୟକ ଭେଙ୍କଟେସନଙ୍କ ଇସ୍ତଫା ପରେ,୩୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ କଂଗ୍ରେସ-ଡିଏମକେ ମିଳିତ ଦଳର ବିଧାୟକଙ୍କ ସଂଖ୍ୟା ୧୧କୁ ହ୍ରାସ ପାଇ…

Read More