Hathras Case Updates: ରାହୁଲ ଗାନ୍ଧୀ ଗିରଫ, ଯାଉଥିଲେ ହାଥରସ
ହାଥରସ: ଉତ୍ତରପ୍ରଦେଶର ହାଥରସ କେସ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ(Rahul Gandhi) ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା (Priyanka) ଙ୍କୁ ଗ୍ରେଟର ନୋଏଡା ପୋଲିସ ଅଟକାଇଥିଲା ଏବଂ ପରେ ସେମାନେ ପାଦରେ ହାଥରସ ଅଭିମୁଖେ ଯାତ୍ରା କରିଥିଲେ। ପରବର୍ତ୍ତୀ ସମୟରେ ଯମୁନା ଏକ୍ସପ୍ରେସୱେରେ ପୋଲିସ ରାହୁଲ ଗାନ୍ଧୀଙ୍କୁ ଗିରଫ କରିଛି। ପୋଲିସ ତାଙ୍କୁ ବାଡ଼ିରେ ପିଟିଥିବା ରାହୁଲ ଗାନ୍ଧୀ ଏକ ବଡ ଅଭିଯୋଗ କରିଛନ୍ତି। ଯେଉଁଠାରେ ରାହୁଲ…
