VIP Farmer:ରାହୁଲ ଗାନ୍ଧୀ ଜଣେ ‘ଭିଆଇପି କୃଷକ’ ଏକ ସୋଫା ସହିତ ଟ୍ରାକ୍ଟରରେ ବସୁଛନ୍ତି:କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ (Smriti Irani) ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gndhi)ଙ୍କୁ ‘ଭିଆଇପି କୃଷକ’ (VIP Farmer) ବୋଲି କହିଛନ୍ତି। ଫଟୋରେ ରାହୁଲ ଗାନ୍ଧୀ ପଞ୍ଜାବ (Punjab) ର କଂଗ୍ରେସ (Congress) ରାଲିରେ ଟ୍ରାକ୍ଟର ଉପରେ ଏକ ପ୍ୟାଡ୍ ସିଟ୍ ଉପରେ ବସି କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମକୁ ବିରୋଧ କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଉପରେ କଟାକ୍ଷ କରିଥିଲେ। ଏହି ତିନୋଟି କୃଷି ନିୟମକୁ…
