Home » railway

ରେଲୱେ ଟ୍ରାକରେ ସାଇକେଲ!

ପ୍ରୟାଗରାଜ: ଏଥର ରେଲୱେ ଟ୍ରାକରେ ସାଇକେଲ ଚାଲିବ। ଦେଶରେ ଯାତ୍ରୀ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତୀୟ ରେଳ ଏକ ଅଭିନବ ବ୍ୟବସ୍ଥା ପ୍ରଣୟନ କରିଛି। ସମ୍ପ୍ରତି, ରେଳ ସାଇକେଲ ଦ୍ଵାରା ଯାଞ୍ଚ, ମନିଟରିଂ ଏବଂ ଜରୁରୀ ମରାମତି ପାଇଁ ଶୀଘ୍ର ରେଳ ଟ୍ରାକରେ ଯାତ୍ରା କରିବାକୁ ପ୍ରବର୍ତ୍ତନ କରାଯାଇଛି।  ରେଳ ମନ୍ତ୍ରଣାଳୟ କହିଛି ମୌସୁମୀ ଋତୁରେ  ବେଳେବେଳେ ପରିସ୍ଥିତି ଅତ୍ୟନ୍ତ କଷ୍ଟସାଧ୍ୟ ହୋଇ ଟ୍ରେନ୍ ସେବାକୁ ବନ୍ଦ କରିଦିଏ। ରେଳ ସାଇକେଲ ସାହାଯ୍ୟରେ ଯେକୌଣସି ଜରୁରୀକାଳୀନ…

Read More

ଏଥର ସରକାରୀ ଇ-ମାର୍କେଟରୁ ସାମଗ୍ରୀ ଓ ସେବା କିଣିବ ରେଳବାଇ, ବର୍ଷକୁ କିଣିଥାଏ ୭୦ ହଜାର କୋଟି ଟଙ୍କାରୁ ଅଧିକ

ରେଳବାଇ ସାମଗ୍ରୀ ସଂଗ୍ରହ ବ୍ୟବସ୍ଥାରେ ମେକ୍‌ ଇନ୍‌ ଇଣ୍ଡିଆ ସାମଗ୍ରୀକୁ ଅଗ୍ରାଧିକାର ଦିଆଯିବ : ପୀୟୂଷ ଗୋଏଲ ନୂଆଦିଲ୍ଲୀ : ରେଳବାଇ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ମେକ୍‌ ଇନ୍‌ ଇଣ୍ଡିଆ କାର୍ଯ୍ୟକ୍ରମରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ରେଳବାଇ ପ୍ରୋତ୍ସାହିତ କରିବା ଏବଂ ସେସବୁ ସାମଗ୍ରୀ କିଣିବା ନେଇ ଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ଅବସରରେ ଶ୍ରୀ ଗୋଏଲ ସଂପୃକ୍ତ ଉଦ୍ୟୋଗଗୁଡିକ ମଧ୍ୟରେ ବିଶ୍ୱାସ ସୃଷ୍ଟି ସହିତ ଦୁର୍ନୀତିମୁକ୍ତ ତଥା ସ୍ୱଚ୍ଛ…

Read More

ଗଞ୍ଜାମ ଓ ଯାଜପୁର କୁ ଅନୁଗୋଳ ବନ୍ଦ

ଅନୁଗୋଳ : (ମହିମାଲାଇଭ ) ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ କରୋନା ଭୂତାଣୁ ସଂକ୍ରମିତ ଙ୍କ ସାକ୍ଷା ବୃଦ୍ଧିପାଇବାରେ ଲାଗିଛି। ବର୍ତ୍ତମାନ ଅନୁଗୋଳ ଜିଲ୍ଲାରେ ୧୨୨ କରୋନା ରୋଗୀ ସଂଖ୍ୟା ବୃଦ୍ଧି ମାମଲାକୁ ନେଇ ଗଞ୍ଜାମ ଏବଂ ଯାଜପୁର ଜିଲ୍ଲା ଅଧିବାସୀଙ୍କୁ ଅନୁଗୋଳ ଜିଲ୍ଲାରେ ପ୍ରବେଶ ଉପରେ  ଅନୁଗୋଳ ଜିଲ୍ଲାପାଳ ପ୍ରତିବନ୍ଧକ ଲଗାଇଛନ୍ତି।  ଉକ୍ତ ଜିଲ୍ଲା ଗୁଡିକରୁ ଆସୁଥିବା ଯେକୌଣସି ଅଧିବାସୀ ଙ୍କ ପାଇଁ ୧୪ ଦିନ ଆନୁଷ୍ଠାନିକ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି। ସୂଚନା ଯୋଗ୍ୟ ଯେ…

Read More

ଲକଡାଉନ ସମୟରେ ଦୁଇଶହ ରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ରେଳବାଇ ରକ୍ଷଣାବେକ୍ଷଣ ପ୍ରକଳ୍ପ କାର୍ଯ୍ୟ ସଂପୂର୍ଣ୍ଣ

ଭାରତୀୟ ରେଳବାଇ ଲକଡାଉନ ଯୋଗୁଁ ଯାତ୍ରୀ ଟ୍ରେନ ସେବା ବନ୍ଦ ଥିବା ସମୟର ଯାଥାର୍ଥ ଉପଯୋଗ କରିବାରେ ସମର୍ଥ ହୋଇଛି। ପୁରୁଣା ପୋଲଗୁଡିକର ମରାମତି, ରେଳ ଧାରଣାର ଦୋହରିକରଣ ଓ ବିଦ୍ୟୁତିକରଣ, ଦୀର୍ଘ ଦିନ ଧରି ଅସମ୍ପୂର୍ଣ୍ଣ ରହିଥିବା ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା, ରେଳବାଇ ୟାର୍ଡଗୁଡିକର ମରାମତି ଭଳି ଦୀର୍ଘ ଦିନରୁ ବାକିଥିବା ଦୁଇଶହ ରୁ ଅଧିକ ରକ୍ଷଣାବେକ୍ଷଣ କାର୍ଯ୍ୟ ସଂପୂର୍ଣ୍ଣ କରିଛି।  ମାଲବାହୀ ଓ ପାର୍ସଲ ଟ୍ରେନ ଯୋଗେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟତୀତ ଲକଡାଉନ…

Read More

କ୍ରୟ ନିୟମକୁ ସହଜ କରିବା ଓ ବ୍ୟବସାୟ କରିବାରେ ସହଜତା ଆଣିବା ଗୁରୁତ୍ୱପୂର୍ଣ୍ଣ : ରେଳ ମନ୍ତ୍ରଣାଳୟ

ଭେଣ୍ଡର ନିୟମ ରେ ପରିବର୍ତ୍ତନ ଭାରତୀୟ ରେଳ, ଏହାର ସମସ୍ତ କାର୍ଯ୍ୟକଳାପରେ ସ୍ୱଚ୍ଛତା, ଦକ୍ଷତା ଏବଂ ବ୍ୟବସାୟ କରିବାରେ ସହଜତା ବୃଦ୍ଧି ପାଇଁ କ୍ରମାଗତ ପ୍ରୟାସର ଏକ କ୍ରମରେ, ନେଟୱାର୍କରେ କ୍ରୟ ବ୍ୟବସ୍ଥାକୁ ସହଜ କରିବା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ଏହି ନିଷ୍ପତ୍ତି ବିକ୍ରେତାଙ୍କୁ ଅନୁକୂଳ ପ୍ରଭାବ ପକାଇବ କାରଣ ଏହା ସମୟ ସଞ୍ଚୟ କରିବ ଏବଂ ଏକାଧିକ ବିକ୍ରେତା ଅନୁମୋଦନକାରୀ ଏଜେନ୍ସି ନିକଟକୁ ଯିବାର ଆବଶ୍ୟକତାକୁ ଦୂର କରିବ। ଭାରତୀୟ ରେଳବାଇର…

Read More