Rajasthan Priest Case: ରାହୁଲ ଗାନ୍ଧୀ ଗେହଲଟ ସରକାରଙ୍କଠାରୁ ଇସ୍ତଫା ମାଗନ୍ତୁ:ବିଜେପି
ଭରତପୁର: ଭାରତୀୟ ଜନତା ପାର୍ଟି (BJP) ରାଜସ୍ଥାନ(Rajasthan) ରେ ଅପରାଧ ଘଟଣାରେ ରାଜ୍ୟ କଂଗ୍ରେସର ଅଶୋକ ଗେହଲୋଟ୍ (Ashok Gehlot) ସରକାରଙ୍କୁ ଟାର୍ଗେଟ କରିଛି। ମିଳିତ ଭାବେ ବିଜେପି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର (Prakash Javadekar) କହିଛନ୍ତି ଯେ ରାଜସ୍ଥାନରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି। ଏଭଳି ପରିସ୍ଥିତିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ (Rahul Gandhi) ରାଜନୈତିକ ପର୍ଯ୍ୟଟନ (Political Tourism)…
