ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜୟନ୍ତୀ ଦିବସ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜନ୍ମଦିବସରେ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ନୂଆଦିଲ୍ଲୀ: ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧି (Mahatma Gandhi) ଙ୍କର ଜୟନ୍ତୀ ଦିବସ। ଗାନ୍ଧିଜୀ ସଶରୀରରେ ନଥିଲେ ମଧ୍ୟ ତାଙ୍କର ଆଧ୍ୟାତ୍ମିକ ଦୃଷ୍ଟିକୋଣ, ନୀତି, ଆଦର୍ଶ ଏବଂ ସତ୍ୟ ନିଷ୍ଠା ଭାରତ କାହିଁକି ସମଗ୍ର ବିଶ୍ୱକୁ ଆଜି ମଧ୍ୟ ଅନୁପ୍ରାଣିତକରୁଛି। ଏହି ଅବସରରେ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେକୋଭିଡ୍ କଟକଣା ସହ ଗାନ୍ଧିଜୟନ୍ତୀ ପାଳନ କରାଯାଉଛି। ସେହିପରି ଶାନ୍ତିର ଦୂତ ତଥା ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାରଦୂର ଶାସ୍ତ୍ରୀ (Lal Bahadur Shastri)…
