Home » rajyasabha 2020
rajyasabha2

Rajyasabha Updates: ରାଜ୍ୟସଭାରୁ ୮ ସାଂସଦ ନିଲମ୍ବିତ,ଡେପୁଟି ଚେୟାରମ୍ୟାନ୍ ଙ୍କ ଅବିଶ୍ଵାସ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ (M.Venkaiah Naidu) ସୋମବାର ଦିନ ଡେପୁଟି ଚେୟାରମ୍ୟାନ୍ ହରିବଂଶ ନାରାୟଣ ସିଂ (Harivansh Narayan Singh )ଙ୍କ ବିରୋଧରେ ବିରୋଧୀଙ୍କ ଅବିଶ୍ଵାସ  ପ୍ରସ୍ତାବକୁ ଖାରଜ କରି କହିଛନ୍ତି ଯେ ଏହି ପ୍ରସ୍ତାବ ଠିକ୍ ରୂପରେ ନାହିଁ। ସେ କହିଛନ୍ତି ଯେ ବିରୋଧରେ ଉପସ୍ଥାପିତ ପ୍ରସ୍ତାବ ନିର୍ଦ୍ଦିଷ୍ଟ ଫର୍ମାଟରେ ନାହିଁ ଏବଂ ଏଥିପାଇଁ ଆବଶ୍ୟକ ୧୪ ଦିନ ସମୟ ମଧ୍ୟ ପାଳନ କରାଯାଇ ନାହିଁ। ସୂଚନାଯୋଗ୍ୟ କୃଷି ସମ୍ବନ୍ଧୀୟ ଦୁଇଟି ବିଲରେ…

Read More
agricultures bills 2020

Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ

ନୂଆଦିଲ୍ଲୀ: କୃଷକଙ୍କ ଉତ୍ପାଦ,ବାଣିଜ୍ୟ ଓ ବ୍ୟବସାୟ (Promotion and Facilitation) Bill -2020) ଏବଂ କୃଷକ ସଶକ୍ତିକରଣ ଓ ସୁରକ୍ଷା (Empowerment and Protection), ମୂଲ୍ୟ ପ୍ରତିଶ୍ରୁତି ଓ କୃଷି ସେବା ରାଜିନାମା ବିଲ୍‍ ୨୦୨୦ (Agreement of Price Assurancand Farm Services Bill, 2020)  ଆଜି ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହୀତ ହୋଇଛି। ରାଜ୍ୟସଭାରେ ବିରୋଧୀ ଦଳର ସଦସ୍ୟଙ୍କ ଦ୍ୱାରା ପ୍ରବଳ ଉତ୍ତେଜନା ମଧ୍ୟରେ କୃଷି ସମ୍ବନ୍ଧୀୟ ଦୁଇଟି ବିଲ୍ ଅନୁମୋଦନ ହୋଇଛି।…

Read More
parliament

ଆସନ୍ତାକାଲି ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ;୧୮ ଟି କାର୍ଯ୍ୟଦିବସ,୪୭ ପ୍ରସଙ୍ଗରେ ଆଲୋଚନା

ନୂଆଦିଲ୍ଲୀ: ସୋମବାର ସେପ୍ଟେମ୍ବର ୧୪ ଠାରୁ ସଂସଦ (Parliament) ର ମୌସୁମୀ ଅଧିବେଶନ ୨୦୨୦ ଆରମ୍ଭ ହେବ। ଏହା ସପ୍ତଦଶ ଲୋକସଭାର ଚତୁର୍ଥ ତଥା ରାଜ୍ୟ ସଭାର ୨୫୨ ତମ ଅଧିବେଶନ। ଏହି ଅଧିବେଶନ ଆସନ୍ତା ଅକ୍ଟୋବର ପହିଲା, ୨୦୨୦ ରେ ଶେଷ ହେବ। ଏହି ଅଧବେଶନର ମୋଟ ୧୮ ଦିନରେ ୧୮ ଟି କାର୍ଯ୍ୟ ଦିବସ ରହିଛି (ଶନିବାର ଏବଂ ରବିବାର ମିଶାଇ ସବୁଦିନ କାର୍ଯ୍ୟଦିବସ ହେବ) ଏବଂ ମୋଟ ୪୭ ପ୍ରସଙ୍ଗ ଏହି ଅଧିବେଶନରେ ଆଗତ…

Read More

୧୯ ଆସନ ପାଇଁ ରାଜ୍ୟସଭା ନିର୍ବାଚନ : ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଦିଗବିଜୟ ସିଂ ବିଜୟୀ

ବିଜେବି କୁ ୮ ଓ କଂଗ୍ରେସ କୁ ୪  ସିଟ ଶୁକ୍ରବାର ଦିନ  ଦେଶର 19 ଟି ରାଜ୍ୟରେ 19 ଟି ରାଜ୍ୟସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସମସ୍ତ 19 ଟି ଆସନର ଫଳାଫଳ ପ୍ରକାଶ ପାଇଛି। ଗୁଜୁରାଟ, ଓ  ରାଜସ୍ଥାନ ଏ ଦୁଇ ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଯୋଗିତା ହୋଇଥିଲା କିନ୍ତୁ ଅନ୍ୟ ରାଜ୍ୟରେ ସ୍ଥାନୀୟ ଦଳର ପ୍ରଭାବ ଅଧିକ ଦେଖାଯାଉଥିଲା। ରାଜ୍ୟସଭା ନିର୍ବାଚନ ଫଳାଫଳ ବିଷୟରେ କହିବାକୁ ଗଲେ…

Read More