Home » RBI
Supreme court

ମାଗଣା ଯୋଜନା ହେବ ବନ୍ଦ! ପଦକ୍ଷେପ ନେବାକୁ କେନ୍ଦ୍ର, ନୀତି ଆୟୋଗ, ଅର୍ଥ ଆୟୋଗ ଏବଂ RBI କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ଘୋଷଣା ହେଉଥିବା ମାଗଣା ଯୋଜନା (Freebies) କୁ ନେଇ ବୁଧବାର ଦିନ ସୁପ୍ରିମକୋର୍ଟ (Supreme Court) କଠୋର ହୋଇଛନ୍ତି। କେନ୍ଦ୍ର, ନୀତି ଆୟୋଗ, ଅର୍ଥ ଆୟୋଗ ଏବଂ ଆରବିଆଇ (Centre, Niti Aayog, Finance Commission and the RBI) କୁ ଏହାର ମୁକାବିଲା ପାଇଁ ଗଠନମୂଳକ ପରାମର୍ଶ ଦେଇଛନ୍ତି। ମାଗଣା ଉପହାର ପ୍ରାପ୍ତକର୍ତ୍ତା ଏବଂ ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି ସେମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଉ। ପ୍ରଧାନ ବିଚାରପତି ଏନ…

Read More
bank

Banking New Rule: କୌଣସି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଟଙ୍କା ଜମା ଓ ଉଠାଣ ସର୍ଭିସ ଚାର୍ଜ ବୃଦ୍ଧି କରିନାହାନ୍ତି: ଅର୍ଥ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେତେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେବାଶୁଳ୍କ ବା ସର୍ଭିସ ଚାର୍ଜ (Service Charge) ଅତ୍ୟଧିକ ବୃଦ୍ଧି କରିଥିବା ସଂପର୍କରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଏହି ପ୍ରସଙ୍ଗରେ ଅର୍ଥ ମନ୍ତ୍ରଣାଳୟ (Ministry  Of Finance) ପକ୍ଷରୁ ବାସ୍ତବ ସ୍ଥିତି ସଂପର୍କରେ ନିମ୍ନ ମତେ ସୂଚନା ଦିଆଯାଇଛି। ଜନଧନ ଆକାଉଣ୍ଟ ସମେତ ବେସିକ ସେଭିଂସ ବ୍ୟାଙ୍କ ଡିପୋଜିଟ (BSBD) କ୍ଷେତ୍ରରେ କୌଣସି ସର୍ଭିସ ଚାର୍ଜ ଲାଗୁ କରାଯିବାର ବ୍ୟବସ୍ଥା ନାହିଁ। ଏହି ୬୦.୦୪ କୋଟି ବିଏସ୍‌ବିଡି ଆକାଉଣ୍ଟ ମଧ୍ୟରେ…

Read More
rupay card pos

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଆଜିକାଲି ୟୁପିଆଇର ବ୍ୟବହାର ବହୁତ ବଢିଛି। ବିଶେଷ କରି  ବର୍ତ୍ତମାନ କରୋନା କାଳରେ ଏହାର ବହୁତ ବ୍ୟବହାର ଲୋକେ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ରବିବାର ଦିନ ବ୍ୟାଙ୍କ ଉପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୟୁପିଆଇ ଦେୟ ( Payment )ରେ ଚାର୍ଜ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଯଦି ଜାନୁଆରୀ ୨ ପରେ ୟୁପିଇ ପେମେଣ୍ଟ ଉପରେ କୌଣସି ଚାର୍ଜ ବ୍ୟାଙ୍କ ନେଇଥାଏ  ତେବେ ଏହାକୁ ଗ୍ରାହକଙ୍କୁ ବ୍ୟାଙ୍କ…

Read More

ରାଷ୍ଟ୍ରପତି ଙ୍କ ଦ୍ଵାରା ବ୍ୟାଙ୍କିଙ୍ଗ୍ (ସଂଶୋଧନ),ନିୟମ ୨୦୨୦ ଜାରି

ସାଧାରଣ ଜନତା, ଜମାକାରୀ, ବ୍ୟାଙ୍କିଙ୍ଗ୍, ମିଶ୍ରଣ ଯୋଜନା ପାଇଁ ରାସ୍ତା ପ୍ରସ୍ତୁତ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା କରିବାକୁ ବ୍ୟାଙ୍କଗୁଡିକର ପ୍ରତିବଦ୍ଧତାକୁ ଅନୁସରଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବ୍ୟାଙ୍କ ନିୟମାବଳୀ (ସଂଶୋଧନ) ନିୟମ ,୨୦୨୦ଜାରି କରିଛନ୍ତି। ଏହା ସହିତ ସମସ୍ତ ସହରାଞ୍ଚଳ ଏବଂ ବହୁ-ରାଜ୍ୟ ସମବାୟ ବ୍ୟାଙ୍କ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଙ୍କ ତତ୍ତ୍ୱାବଧାନରେ ଆସିଛନ୍ତି।  ଏହି ସମବାୟ ବ୍ୟାଙ୍କଗୁଡିକର ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ନିକଟରେ ଏହି ନିୟମରେ ସଂଶୋଧନ କରାଯାଇଛି। ଶନିବାର ଦିନ…

Read More