AMAZON GREAT INDIAN FESTIVAL : 17 October ରୁ ଆରମ୍ଭ, iPhone 11 ଓ OnePlus 8 ୫୦ ହଜାରରୁ କମ!!
ଆମାଜନ (AMAZON) ଶେଷରେ ବହୁ ପ୍ରତୀକ୍ଷିତ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ସେଲ (GREAT INDIAN FESTIVAL SALE) ଆରମ୍ଭ ତାରିଖ ଘୋଷଣା କରିଛି। ସେଲ ୧୭ ଅକ୍ଟୋବରରେ ଆରମ୍ଭ ହେବ କିନ୍ତୁ ପ୍ରାଇମ ସଦସ୍ୟମାନେ (Prime Members) ୧୬ ଅକ୍ଟୋବର ସେଲ ରେ ଭାଗ ନେଇପାରିବେ। ଗ୍ରାହକମାନେ ଇଂରାଜୀ, ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ (English, Hindi, Tamil, Telugu, Malayalam and Kannada) ଅନ୍ତର୍ଭୁକ୍ତ ୬ ଟି ଭାଷାରେ ସପିଂ (Shopping) କରିବାକୁ…
