କରୋନା ମହାମାରୀ ସମୟରେ ଟିକସଦାତାଙ୍କୁ ସାହାଯ୍ୟ କରିବା ପାଇଁ ସିବିଡିଟି ୭୧ ,୨୨୯ କୋଟି ଟଙ୍କା ରିଫଣ୍ଡ
ରିଫଣ୍ଡ ପାଇବାରେ କରଦାତା ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି : ଆୟକର ବିଭାଗ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଆୟକର ବାବଦରେ ଅଗ୍ରୀମ ଆଦାୟ ହୋଇଥିବା ଅର୍ଥରୁ ୭୧,୨୨୯ କୋଟି ଟଙ୍କା ଟିକସଦାତାଙ୍କୁ ରିଫଣ୍ଡ ଆକାରରେ ପ୍ରଦାନ କରିଛି। ଚଳିତ ଜୁଲାଇ ୧୧ ତାରିଖ ସୁଦ୍ଧା ୨୧.୨୪ ଲକ୍ଷରୁ ଅଧିକ କରଦାତାଙ୍କୁ ଏହି ଅର୍ଥ ରିଫଣ୍ଡ କରାଯାଇଛି। କରୋନା ମହାମାରୀ ସମୟରେ ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ସୂଚନାଯୋଗ୍ୟ…
