ଧୋନିଙ୍କ ପରେ ପିଏମ ମୋଦୀଙ୍କ ସୁରେଶ ରୈନାଙ୍କୁ ଚିଠି, ପିଏମ ମୋଦୀ ଏମିତି କହିଲେ …
ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଅବସର ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଏକ ଚିଠି ଲେଖିଥିଲେ। ଯାହା ଦେଶରେ ଖୁବ ଚର୍ଚ୍ଚାର ବିଷୟଥିଲା। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ନୂତନ ଭାରତର ଉଦାହରଣ ବୋଲି ବର୍ଣ୍ଣନା କରିଥିଲେ। ଏହା ପରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରୈନାଙ୍କୁ ମଧ୍ୟ ପିଏମ ମୋଦୀ ଏକ ଚିଠି ଲେଖି ଖୁବ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ ଧୋନିଙ୍କ ସହ ସୁରେଶ ରୈନା ଗୋଟିଏ…
