Home » rupay credit card
rupay card pos

ଯଦି UPI ପେମେଣ୍ଟ ଉପରେ କୌଣସି ଚାର୍ଜ କଟିଛି,ତେବେ ବ୍ୟାଙ୍କ ଗ୍ରାହକଙ୍କୁ ଫେରସ୍ତ କରୁ: କେନ୍ଦ୍ର ସରକାରଙ୍କ ଆଦେଶ

ନୂଆଦିଲ୍ଲୀ: ଆଜିକାଲି ୟୁପିଆଇର ବ୍ୟବହାର ବହୁତ ବଢିଛି। ବିଶେଷ କରି  ବର୍ତ୍ତମାନ କରୋନା କାଳରେ ଏହାର ବହୁତ ବ୍ୟବହାର ଲୋକେ କରିଛନ୍ତି। ଏହାକୁ ନେଇ କେନ୍ଦ୍ର ସରକାର ରବିବାର ଦିନ ବ୍ୟାଙ୍କ ଉପରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ୟୁପିଆଇ ଦେୟ ( Payment )ରେ ଚାର୍ଜ ଆଦାୟ ନକରିବାକୁ ବ୍ୟାଙ୍କଗୁଡିକ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ଯଦି ଜାନୁଆରୀ ୨ ପରେ ୟୁପିଇ ପେମେଣ୍ଟ ଉପରେ କୌଣସି ଚାର୍ଜ ବ୍ୟାଙ୍କ ନେଇଥାଏ  ତେବେ ଏହାକୁ ଗ୍ରାହକଙ୍କୁ ବ୍ୟାଙ୍କ…

Read More
Pradhan Mantri Jandhan yojana

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରଣାଳୟ ଦେଶର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ, ଅବହେଳିତ ଓ ଉପେକ୍ଷିତ ବର୍ଗଙ୍କୁ ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ବଦ୍ଧପରିକର। ଏହି ବର୍ଗର ଲୋକମାନଙ୍କୁ ବ୍ୟାଙ୍କ (Bank) ପରିସରକୁ ଆଣି ସେମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଏହି ବର୍ଗର ଲୋକଙ୍କୁ ଲାଭଖୋର ସାହୁକାର ଓ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷିତ ରଖିବା। ଆହୁରି ମଧ୍ୟ ଯେଉଁମାନେ…

Read More

ଆମାଜନ ପ୍ରାଇମ ଡେ ୨୦୨୦ ବିକ୍ରୟ ,କ୍ରୟ ଉପରେ ଦଶହଜାର ଟଙ୍କା ପର୍ଯ୍ୟନ୍ତ ବଡ଼ ରିହାତି

ନୂଆଦିଲ୍ଲୀ : ଆମାଜନ ପ୍ରାଇମ ଡେ ବିକ୍ରି ଆସନ୍ତାକାଲି ଅଗଷ୍ଟ୬ ରୁ ଆରମ୍ଭ ହେଉଛି। ଆମାଜନର ଏହି ପ୍ରାଇମ ଡେ  ସେଲରେ ସ୍ମାର୍ଟଫୋନରେ କେବଳ ବଡ଼ ରିହାତି ଦିଆଯାଉ ନାହିଁ ବରଂ କିଛି ଲଞ୍ଚ ଉପକରଣ ମଧ୍ୟ ସେଲରେ ଉପଲବ୍ଧ ହେଉଛି। ଏଥିରେ ଅଧିକାଂଶ ବଜେଟ୍, ମିଡ୍ ରେଞ୍ଜ୍ ସ୍ମାର୍ଟଫୋନ୍, ଟ୍ରୁ ବେତାର ବେତାର ଇୟରବଡ, ସ୍ମାର୍ଟ ଟିଭି ଏବଂ ସ୍ମାର୍ଟ ୱାଚ୍ ଅନ୍ତର୍ଭୁକ୍ତ। ଏଥର  ଅନେକ ଡିଭାଇସର ଆମାଜନ ସେଲ୍ ହେବ।  ସାମସଙ୍ଗ ସେଲରେ ଲଞ୍ଚ…

Read More

ନିୟମିତ ଯାତ୍ରା କରୁଥିବା ରେଳଯାତ୍ରୀଙ୍କ ପାଇଁ ଖୁସିଖବର ;ନୋ ସ୍ୱାଇପ୍‌, ରୁପେ ପ୍ଲାଟଫର୍ମରେ ଆଇଆରସିଟିସି-ଏସ୍‌ବିଆଇର ନୂଆ କ୍ରେଡିଟକାର୍ଡ଼

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀଙ୍କ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଲକ୍ଷ୍ୟପୂରଣ ଦିଗରେ  ଭାରତୀୟ ରେଳବାଇକୁ ସବୁ କ୍ଷେତ୍ରରେ ଆତ୍ମନିର୍ଭଶୀଳ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି ରେଳବାଇ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ  ଶ୍ରୀ ପୀୟୂଷ ଗୋଏଲ କହିଛନ୍ତି। ଆଜି ଆଇଆରସିଟିସି ଏବଂ ଏସ୍‌ବିଆଇ କାର୍ଡ ପକ୍ଷରୁ କୋ-ବ୍ରାଣ୍ଡେଡ କଣ୍ଟାକ୍ଟଲେସ୍‌ ନୂଆ କ୍ରେଡିଟ କାର୍ଡ ରୁପେ ପ୍ଲାଟଫର୍ମରେ ପ୍ରଚଳନ ଆରମ୍ଭ କରିବା ଅବସରରେ ସେ କହିଛନ୍ତି ଯେ ରେଳବାଇ ବିଭିନ୍ନ ଉପାୟରେ ସାରା ଦୁନିଆ…

Read More