Home » sambalpur shutdown

ସମ୍ବଲପୁର ୧୦ ଦିନିଆ ସଟଡାଉନ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ  ବୃଦ୍ଧି ପାଇବାଏବଂ ସ୍ଥାନୀୟ ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ଜିଲାପାଳ ଶୁଭମ ସାକ୍ସେନା ଆଜିଠାରୁ ଦୁଇଟି ପର୍ଯ୍ୟାୟରେ ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ୧୦ ଦିନିଆ ସଟ୍‌ଡାଉନ ଘୋଷଣା କରିଛନ୍ତି। ଏନେଇ ଗତକାଲି  ବିଜ୍ଞପ୍ତି ଜାରି ହୋଇଥିଲା। ବିଜ୍ଞପ୍ତି ଅନୁସାରେ ଜୁଲାଇ ୨୨  ତାରିଖରୁ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ୪ଦିନ ପାଇଁ  ପ୍ରଥମ ପର୍ଯ୍ୟାୟ ସଟ୍‌ଡାଉନ ଜାରୀ ହୋଇଛି।  ଏହିସମୟରେ…

Read More

ରାଜ୍ୟରେ ରେକର୍ଡ ସଂଖ୍ୟକ ୫୬୫ ଜଣ ସୁସ୍ଥ ହେଲେ କରୋନା ଆକ୍ରାନ୍ତ; ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭୯୭୨ କୁ ବୃଦ୍ଧି

ରାଜ୍ୟରେ ଶୁକ୍ରବାର ଆଉ ୫୬୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୭,୯୭୨ କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତମାନଙ୍କ ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲ୍ଲା ରୁ ୧୮୫ ଜଣ ଓ ତା’ତଳକୁ ରାୟଗଡ଼ା ଜିଲ୍ଲାରୁ ୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି,ବଲାଙ୍ଗୀରି ଜିଲ୍ଲାରୁ ୪୫ ଜଣ,କଟକ ଜିଲ୍ଲାରୁ…

Read More

ଜିଲାପାଳଙ୍କ ନିର୍ଦେଶ ସମ୍ବଲପୁର ଦୁଇ ଦିନ ସଟ୍ ଡ଼ାଉନ

ସମ୍ବଲପୁର : ଜିଲ୍ଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ସୁରକ୍ଷା ପାଇଁ ସମ୍ବଲପୁର ଜିଲାପାଳ ଆସନ୍ତା ଶନିବାର ଓ ରବିବାର ଜିଲ୍ଲାକୁ  ସଟ୍‌ଡାଉନ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକୀୟ ସେବାକୁ ସଟ୍‌ଡାଉନରୁ ବାଦ ଦିଆଯାଇଛି । ସଟ୍‌ଡାଉନ ସମୟରେ  ସ୍ୱାସ୍ଥ୍ୟ ସେବା ,ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ​‌ଔଷଧ ଦୋକାନ, ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ବିଦ୍ୟୁତ…

Read More