Home » sambalpur » Page 2

ସାନିଟାଇଜ ପାଇଁ ଭିସୁଟ ନିର୍ମାଣ କଲା ଅଲଟ୍ରା ଭାଇଓଲେଟ୍ ଡିଭାଇସ୍

ସମ୍ବଲପୁର:ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟ(ଭିଏସଏସୟୁଟି) ସାନିଟାଇଜ ପାଇଁ ଏକ ରୋବଟ୍ ସହାୟକ ଉପକରଣ ବିକଶିତ କରିଛି, ଯାହା ଯୋଗାଯୋଗହୀନ ଉପକରଣ-ଅଲ୍ଟ୍ରାଭାୟୋଲେଟ୍ ରୋବଟ୍-ସହାୟକ ସାନିଟାଇଜର (ୟୁଭିଆରଏଏସ) କରୋନା ଭୂତାଣୁ ବ୍ୟାପିବା  ରୋକିବାରେ ଏହା ଏକ ସହାୟକ ଉପକରଣ ହୋଇପାରେ ବୋଲି କୁହାଯାଉଛି। ଏହାକୁ  ବୁର୍ଲାରେ ଅବସ୍ଥିତ ଭିସୁଟ ର ରୋବୋଟିକ୍ସ କ୍ଲବ ଦ୍ୱାରା ନିର୍ମାଣ କରାଯାଇଛି। ବିଶ୍ୱବିଦ୍ୟାଳୟର ଜନସମ୍ପର୍କ ବିଭାଗର ପ୍ରଫେସର ପ୍ରକାଶ ଚନ୍ଦ୍ର ସ୍ଵାଇଁ କହିଛନ୍ତି ଯେ ସ୍ୱଚ୍ଛତା ବଜାୟ ରଖିବାରେ ଏହି…

Read More

ଜିଲାପାଳଙ୍କ ନିର୍ଦେଶ ସମ୍ବଲପୁର ଦୁଇ ଦିନ ସଟ୍ ଡ଼ାଉନ

ସମ୍ବଲପୁର : ଜିଲ୍ଲାରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ଙ୍କ ସୁରକ୍ଷା ପାଇଁ ସମ୍ବଲପୁର ଜିଲାପାଳ ଆସନ୍ତା ଶନିବାର ଓ ରବିବାର ଜିଲ୍ଲାକୁ  ସଟ୍‌ଡାଉନ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକୀୟ ସେବାକୁ ସଟ୍‌ଡାଉନରୁ ବାଦ ଦିଆଯାଇଛି । ସଟ୍‌ଡାଉନ ସମୟରେ  ସ୍ୱାସ୍ଥ୍ୟ ସେବା ,ଡାକ୍ତରଖାନା, କ୍ଲିନିକ, ନର୍ସିଂହୋମ, ​‌ଔଷଧ ଦୋକାନ, ଆମ୍ବୁଲାନ୍ସ, ପୁଲିସ, ପୌର ସେବା, ଅଗ୍ନିଶମ ସେବା, ଟେଲିକମ ସେବା, ପେଟ୍ରୋଲପମ୍ପ, ଏଲପିଜି ବିତରଣ, ବିଦ୍ୟୁତ…

Read More

ରାଜ୍ୟରେ ପୁଣି ୫୭୧କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ ୫୭୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୪୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୬୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଆଜି ୨୧ ଟି ଜିଲାରୁ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି।  ଗଞ୍ଜାମ ଜିଲ୍ଲାରେ  ସର୍ବାଧିକ ୨୭୩  ଜଣ ଚିହ୍ନଟ ହୋଇଛନ୍ତି। ତା ତଳକୁ ଗଜପତି  ଜିଲ୍ଲାରେ ୫୬ ଓ ବରଗଡ଼  ରେ ସୁନ୍ଦରଗଡ଼…

Read More

ଆସନ୍ତା ୪ ଦିନ ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ଵର  : ରାଜ୍ୟରେ ସକ୍ରିୟ ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି।  ରାଜ୍ୟର ଅନେକ ସ୍ଥାନରେ ମଧ୍ୟମ ରୁ  ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା ୪ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ଦ୍ଵାରା ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା  ଜିଲ୍ଲା ଗୁଡିକ ହେଲେ , ସୁନ୍ଦରଗଡ଼ ,ବରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର। ଏହି…

Read More

ପୁଣି ଆଜି ୧୩୫ କରୋନା ଆକ୍ରନ୍ତ ସୁସ୍ଥ

ରାଜ୍ୟର ୧୭ଟି ଜିଲ୍ଲାରୁ ୧୩୫ ଜଣ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ସର୍ବାଧିକ ଗଂଜାମ ଜିଲ୍ଲାରୁ ଆଜି ୪୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୧୯ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬ ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ ୧୪ ଜଣ, କଟକ ଜିଲ୍ଲାରୁ ୬ ଜଣ, ପୁରୀ,ଯାଜପୁର ଓ ଅନୁଗୁଳ ଜିଲ୍ଲାରୁ ୪ ଜଣ ଲେଖାଏଁ କରୋନା ଆକ୍ରନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ୩, କେନ୍ଦୁଝର ଓ କେନ୍ଦ୍ରାପଡ଼ା…

Read More