School Reopens: ଆଜିଠାରୁ ସ୍କୁଲ ଯିବେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ
ଭୁବନେଶ୍ୱର: Odisha School Reopens ଓଡ଼ିଶାରେ ଗତ ଫେବୃଆରୀ ୧୪ ତାରିଖରୁ ଖୋଲିଥିଲା ବିଦ୍ୟାଳୟ। କିନ୍ତୁ ଆଜି ସୋମବାରଠାରୁ ଛାତ୍ରଛାତ୍ରୀ ସ୍କୁଲ୍ ଆସିବେ। କରୋନା ସଂକ୍ରମଣ ବ୍ୟାପୀବାରୁ ପ୍ରାୟ ଦୀର୍ଘ ଦୁଇବର୍ଷ ପରେ ପ୍ରଥମରୁ ପଞ୍ଚମ ପିଲା ସ୍କୁଲ ଯିବେ। ଏହାକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କରୋନା କଟକଣା ମଧ୍ୟରେ ସୋମବାରଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ…
