mtimes odia
Home » school syllabus
bse-school

Odisha 10th New Syllabus: ନବମ, ଦଶମ ପାଇଁ ନୂଆ ବିଷୟ, ୭୦୦ ମାର୍କର ବୋର୍ଡ ପରୀକ୍ଷା

କଟକ: Odisha School New Syllabus For Class 9th and 10th ଓଡ଼ିଶାର ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ଲାଗୁ ହେବ ନୂଆ ବିଷୟ ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ। ଏ ନେଇ ବୋର୍ଡ କର୍ତ୍ତୃପକ୍ଷ ସୋମବାର ଏହି ସୂଚନା ଦେଇଛନ୍ତି। ଆସ୍‌ପିରେସନାଲ୍‌ କମ୍ପୋନେଣ୍ଟରେ ୪ଟି ବିଷୟ ରହିବ। ବୁକ୍‌ ରିଭ୍ୟୁ, ପ୍ରୋଜେକ୍ଟ ୱର୍କ, କୋ-କରିକୁଲମ ଆକ୍ଟିଭିଟି, ବେସିକ ଆଇଟି ସ୍କିଲ୍‌ ଆଦି ବିଷୟ ରହିବା। ଏଥିପାଇଁ  ୨୫ ମାର୍କ ଲେଖାଏଁ…

Read More
school odisha new session

School Reopens: ନଭେମ୍ବରରେ ଆଉ ଖୋଲିବନି ସ୍କୁଲ

ଭୁବନେଶ୍ଵର (ମହିମା ଲାଇଭ): ଡିସେମ୍ବରରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବାର ଆଶଙ୍କା ରହିଥିବାରୁ, ନଭେମ୍ବରରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବର୍ତ୍ତମାନ ସ୍ଥଗିତ କରାଯାଇଛି। ସ୍କୁଲ ଖୋଲିବା ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ ନଭେମ୍ବରରେ ସ୍କୁଲ ଖୋଲିବା ନିମନ୍ତେ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଥିରେ ପରିବର୍ତ୍ତନ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗର ପରବର୍ତ୍ତୀ କୋଭିଡ ଗାଇଡଲାଇନ୍‌କୁ ଅପେକ୍ଷା କରାଯାଇଛି।  ସୂଚନାଯୋଗ୍ୟ, ନଭେମ୍ବର ମାସ…

Read More
samir-dash

School Reopens: ଚଳିତ ମାସରେ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ଵର: ଚଳିତ ମାସରେ ରାଜ୍ୟରେ ସ୍କୁଲ (School reopens) ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ନବମରୁ ଦ୍ୱାଦଶ ଯାଏ ପାଠପଢ଼ା ସ୍କୁଲରେ ହେବ। ତେବେ ଏ ନେଇ  ଅଭିଭାବକମାନେ ଏ ନେଇ ରାଜି ନ ହେଲେ ଅନଲାଇନ୍‍ ମାଧ୍ୟମରେ ବ୍ୟବସ୍ଥା କରାଯିବାବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି। ତେବେ ସ୍କୁଲ ଖୋଲିବା ନେଇ ଏକ ନିର୍ଦ୍ଦେଶାବଳୀ ପ୍ରସ୍ତୁତି ଚାଲିଛି ଓ ଏ ନେଇ ଜିଲ୍ଲାପାଳ (Collector…

Read More