School Time: ବଦଳିଲା ସ୍କୁଲ ସମୟ, ମାର୍ଚ୍ଚରୁ ସକାଳୁଆ ସ୍କୁଲ
ଭୁବନେଶ୍ଵର: ରାଜ୍ୟରେ ବର୍ତ୍ତମାନ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଥିବାରୁ ସରକାର ସକାଳୁଆ ସ୍କୁଲ୍ ଖୋଲିବାପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି। କରୋନା କଟକଣା ଯୋଗୁଁ ସମ୍ପ୍ରତି କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ ସ୍କୁଲ୍କୁ ଆସୁଥିବାବେଳେ ସ୍କୁଲ୍ ସମୟ ସକାଳ ୭ଟାରୁ ୧ଟା ମଧ୍ୟରେ ଶେଷ କରିବାପାଇଁ ନିଷ୍ପତ୍ତି ହୋଇଛି। ତେବେ ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ସ୍କୁଲରେ…
