Odia New Year: ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Sri Narendra Modi) ଓଡିଆ ନୂଆ ବର୍ଷ (Odia New Year) ଓ ମହାବିଷୁବ ପଣା ସଂକ୍ରାନ୍ତି (Maha Bishuba Pana Sankranti) ଉପଲକ୍ଷେ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Happy Odia New Year! pic.twitter.com/PPjo1smM8e — Narendra Modi (@narendramodi) April 14, 2021 ଉଭୟ ଇଂରାଜୀ ଏବଂ ଓଡ଼ିଆ ଭାଷାରେ ଟୁଇଟ୍ କରି ଶ୍ରୀ ମୋଦୀ ସମସ୍ତଙ୍କୁ “ଓଡିଆ ନୂଆ ବର୍ଷର ଶୁଭେଚ୍ଛା!” ଏବଂ…
