Home » SIKHYA MANTRALAYA

ମାତାପିତା, ସଂପର୍କୀୟ ଆଦିଙ୍କ ମନପସନ୍ଦ ବିଷୟରେ ପିଲାମାନଙ୍କୁ ଅଧ୍ୟୟନ କରିବାକୁ ବାଧ୍ୟକରାଯାଏ :ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ

ଜାତୀୟ ଶିକ୍ଷା ନୀତିରେ ବ୍ୟାପକ ସଂସ୍କାର ଘଟାଯାଇଛି; ଏଥିରେ କର୍ମସଂସ୍ଥାନ ଖୋଜିବା ପରିବର୍ତ୍ତେ କର୍ମସଂସ୍ଥାନ ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରାଯାଇଛି : ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ:ସ୍ମାର୍ଟ ଇଣ୍ଡିଆ ହାକାଥନର ଗ୍ରାଣ୍ଡ୍‌ ଫିନାଲେକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ  ଦେଶ ଏବେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକର ସମାଧାନ ପାଇଁ ଛାତ୍ର ସମାଜ ବିଭିନ୍ନ ପ୍ରକାର ସମାଧାନ ପନ୍ଥା ବାହାର କରିବା ଦିଗରେ କାର୍ଯ୍ୟରତ ଅଛନ୍ତି। ସେହିସବୁ ସମସ୍ୟାବଳୀର ସମାଧାନ ସହିତ ସେମାନେ ଭାରତରଡାଟା, ଡିଜିଟାଇସେଜନ, ହାଇ- ଟେକ୍‌…

Read More

ବର୍ତ୍ତମାନ ୪ବର୍ଷରେ ମିଳିବ ଡିଗ୍ରୀ,ପିଏଚଡି କରିବା ସହଜ,ସବୁ ଶିକ୍ଷାନୁଷ୍ଠାନରେ ଗୋଟିଏ ନିୟମ ; ଆସୁଛି ନୂତନ ଶିକ୍ଷା ନୀତି ୨୦୨୦

ନୂଆଦିଲ୍ଲୀ : ସାଧାରଣ କଲେଜ ଡିଗ୍ରୀ ଏଥର ୩ ବର୍ଷ ନୁହେଁ ହେବ ୪ ବର୍ଷ । କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକ ରେ ଏକବିଂଶ ଶତାବ୍ଦୀର ନୂତନ ଶିକ୍ଷା ନୀତି ଅନୁମୋଦନ କରାଯାଇଛି। ୩୪ ବର୍ଷ ଧରି ଶିକ୍ଷା ନୀତିରେ କୌଣସି ପରିବର୍ତ୍ତନ ହୋଇ ନ ଥିବାରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।  ସେ ଆଶା କରୁଛନ୍ତି ଯେ  ଦେଶବାସୀ ଏହାକୁ ସ୍ୱାଗତ କରିବେ।…

Read More