ଉତ୍ତର ସିକିମରୁ ତିନି ଚୀନ ନାଗରିକଙ୍କୁ ଉଦ୍ଧାର କଲା ଭାରତୀୟ ସେନା
ଉତ୍ତର ସିକିମର ମାଳଭୂମି ଅଞ୍ଚଳର ୧୭ ହଜାର ୫୦୦ ଫୁଟ ଉଚ୍ଚତାରେ ରାସ୍ତା ହରାଇଥିବା ତିନି ଚୀନ ନାଗରିକଙ୍କୁ ସେପ୍ଟେମ୍ବର ୩ ରେ ଭାରତୀୟ ସେନା ଉଦ୍ଧାର କରିଛି। ତାପମାତ୍ରା ଶୂନ୍ୟରୁ କମ ଥିବାରୁ ତିନି ଚୀନ ନାଗରିକଙ୍କ ମଧ୍ୟରେ ଦୁଇ ପୁରୁଷ ଓ ଜଣେ ମହିଳାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଭାରତୀୟ ସେନା ତୁରନ୍ତ ସେମାନଙ୍କ ନିକଟରେ ପହଞ୍ଚି ଅତ୍ୟଧିକ ଉଚ୍ଚତା ଓ ପ୍ରତିକୂଳ ପାଗଜନିତ ବିପଦରୁ ରକ୍ଷା କରିବା ପାଇଁ ଅକ୍ସିଜେନ,ଖାଦ୍ୟ…
