French Open Women’s 2020: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ଵିଟେକ୍ ଫ୍ରେଞ୍ଚ ଓପନ୍ ଚାମ୍ପିଅନ୍
ପ୍ୟାରିସ: ଫ୍ରେଞ୍ଚ ଓପନ ଟେନିସ୍ ମହିଳା (French Open Women’s 2020) ବର୍ଗରେ ପୋଲାଣ୍ଡ (Poland)ର କିଶୋରୀ ଇଗା ସ୍ଵିଟେକ୍ (Iga Swiatek) ନୂତନ ଫ୍ରେଞ୍ଚ ଓପନ୍-୨୦୨୦ର ଚାମ୍ପିଅନ୍ ହୋଇଛନ୍ତି। ସେ ମହିଳା ସିଙ୍ଗଲ୍ସ ଫାଇନାଲରେ ଆମେରିକୀୟ ଅଷ୍ଟ୍ରେଲୀୟ ଓପନ୍ ବିଜେତା ସୋଫିଆ କେନିନ୍ (Sofia Kenin) ଙ୍କୁ 6-4, 6-1ରେ ପରାସ୍ତ କରିଛନ୍ତି। ୧୯ ବର୍ଷୀୟ ଇଗା ସ୍ଵିଟେକ୍ ଅବିଶ୍ୱସନୀୟ ସଫଳତା ପାଇଁ ୧୯ ଲକ୍ଷ ଡଲାର୍ ରୋଜଗାର କରିବେ ଏବଂ ବିଶ୍ୱ ମାନ୍ୟତାରେ ୧୭…
