Home » solar eclipses
lunar eclipse

Lunar eclipse 2021:ଆଜି ହେଉଛି ଚନ୍ଦ୍ରଗ୍ରହଣ

ଭୂବନେଶ୍ଵର: ଆଜି ମେ ୨୬ ବୁଧବାର ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ (Lunar eclipse)। ଚନ୍ଦ୍ରଗ୍ରହଣ ପୂର୍ବ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଆମେରିକାରେ ଦୃଶ୍ୟମାନ ହେବ। ଏହା ପ୍ରଶାନ୍ତ, ଆଟଲାଣ୍ଟିକ୍ ଏବଂ ଭାରତ ମହାସାଗରର କେତେକ ଅଂଶରୁ ମଧ୍ୟ ଦୃଶ୍ୟମାନ ହେବ ଆଜି ହେଉଛି ବୈଶାଖ ଶୁକ୍ଲ ପକ୍ଷ ପୂର୍ଣ୍ଣିମା। ଏହି ଦିନକୁ ବୁଦ୍ଧ ପୂର୍ଣ୍ଣିମା ରୂପେ ପାଳନ କରାଯାଏ। ଚନ୍ଦ୍ରଗ୍ରହଣ ପୂର୍ବରୁ ଶନିଦେବ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶନି ବର୍ତ୍ତମାନ ମକର ରାଶିରେ…

Read More

ରବିବାର ଏ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ

ଜୁନ୍ ୨୧ ଅର୍ଥାତ ଆସନ୍ତା ରବିବାର  ହେଉଥିବା  ସୂର୍ଯ୍ୟ ପରାଗ ଅତ୍ୟନ୍ତ ସ୍ୱତନ୍ତ୍ର। ଏହି ସୂର୍ଯ୍ୟପରାଗ ସକାଳ ୯.୧୫ ରୁ ଆରମ୍ଭ ହୋଇ ଅପରାହ୍ନ  ୩.୪୦ ରେ ଶେଷ ହେବ।ଏହା ସମଗ୍ର ଭାରତରେ ଖଣ୍ଡାଗ୍ରାସରେ ଦେଖାଯିବ। ସୂର୍ଯ୍ୟ ପରାଗ  ଉପରେ ସାରା ଭାରତର ନଜର ରହିଛି। ଦୀର୍ଘ ୬  ଘଣ୍ଟା ଧରି କ୍ରମାଗତ ଏହି ପରାଗ ଦେଖାଯିବା ସହିତ  କେତେକ ସ୍ଥାନରେ ସନ୍ଧ୍ୟା ଭଳି ଦୃଶ୍ୟ ଦେଖାଯିବ। ବୈଜ୍ଞାନିକ ଙ୍କ  ଅନୁଯାୟୀ,ସୂର୍ଯ୍ୟ ପରାଗ ସମୟରେ ସୂର୍ଯ୍ୟ ଏକ…

Read More