Home » SOLAR PLANT

ଗ୍ରୀନ ରେଳବାଇ ହେବାକୁ ମିଶନ ମୋଡ଼ରେ ଭାରତୀୟ ରେଳବାଇ;୨୦୩୦ ସୁଦ୍ଧା ସମ୍ପୂର୍ଣ୍ଣ

ସୌର ଓ ବାୟୁରୁ ଉତ୍ପାଦିତ ଶକ୍ତି ରେଳବାଇ ବିଜୁଳି ଗ୍ରୀଡ଼କୁ ବ୍ୟାପକ ମାତ୍ରାରେ ଇନ୍ଧନ ଯୋଗାଇବ ନୂଆଦିଲ୍ଲୀ:ରେଳ ମନ୍ତ୍ରଣାଳୟ ଏବେ ଭାରତୀୟ ରେଳବାଇକୁ ସମ୍ପୂର୍ଣ୍ଣ ରୂପେ ରୂପାନ୍ତରଣ ଏବଂ ଆଧୁନିକୀକରଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛି । ସେହି ଲକ୍ଷ୍ୟ ହାସଲ କରିବା ଦିଗରେ ୨୦୩୦ ମସିହା ସୁଦ୍ଧା ଭାରତୀୟ ରେଳ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ “ଗ୍ରୀନ ରେଳବାଇ” (ନେଟ ଜିରୋ କାର୍ବନ ନିର୍ଗମନ)ରେ ପରିଣତ କରାଯିବ। ଏହି ଦିଗରେ ମନ୍ତ୍ରଣାଳୟ ପକ୍ଷରୁ ଅନେକ ଗୁଡ଼ିକ ପଦକ୍ଷେପ ଗ୍ରହଣ…

Read More