ସିବିଆଇ ରିୟା ଚକ୍ରବର୍ତ୍ତୀଙ୍କୁ କେଉଁ କେଉଁ ପ୍ରଶ୍ନ ପଚାରଛନ୍ତି ,ଆସନ୍ତୁ ଜାଣିବା
ମୁମ୍ବାଇ: ଗତ ଜୁନ ମାସରେ ହୋଇଥିବା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ( Sushant Singh Rajput )ଙ୍କ ମୃତ୍ୟୁ ମାମଲାରେ ସିବିଆଇ ( CBI )ଶୁକ୍ରବାର ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ଏହି ମାମଲାରେ ସିବିଆଇର ଅନୁସନ୍ଧାନ ସାତ ଦିନ ଶେଷ ହୋଇଛି ଏବଂ ଆଜି ହେଉଛି ଅଷ୍ଟମ ଦିନ। ସୂଚନାନୁସାରେ ସିବିଆଇ ପୁରା ମାମଲାରେ ପ୍ରଥମ ଥର ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ସୂତ୍ରରୁ ପ୍ରକାଶ ସିବିଆଇ ରିୟା ଚକ୍ରବର୍ତ୍ତୀ( Rhea Chakraborty…
