Home » spain

ପୂର୍ବରୁ କରୋନା ପୃଥିବୀ ରେ ଥିଲା! ଚୀନ ରୁ ନୁହେଁ : ଅକ୍ସଫୋର୍ଡ ବିଶେଷଜ୍ଞ

“ମୁଁ ଭାବୁଛି ଭାଇରସ୍ ପୂର୍ବରୁ ସବୁଆଡେ ଥିଲା। ଆମେ ହୁଏତ ଏକ ସୁପ୍ତ ଭୂତାଣୁ  ଦେଖୁଛୁ ଯାହା ପରିବେଶ ଅବସ୍ଥା ଦ୍ୱାରା ସକ୍ରିୟ ହୋଇଛି”। ବୋଲି ଜିନହୁଆ ନ୍ୟୁଜ୍ ଏଜେନ୍ସି କୁ ଅକ୍ସଫୋର୍ଡର ଜଣେ ବରିଷ୍ଠ ସହଯୋଗୀ ଶିକ୍ଷକ ଜେଫରସନ କହିଛନ୍ତି। ସେ କହିଛନ୍ତି, ଫେବୃଆରୀ ପ୍ରାରମ୍ଭରେ ଫଲ୍କଲ୍ୟାଣ୍ଡ ଦ୍ୱୀପପୁଞ୍ଜରେ ଏକ ମାମଲା ହୋଇଥିଲା। ବର୍ତ୍ତମାନ ଏହା କେଉଁଠୁ ଆସିଲା? ଦକ୍ଷିଣ ଜର୍ଜିଆରୁ ବୁଏନୋସ୍ ଆଇରେସ୍ କୁ ଯାଇଥିବା ଏକ କ୍ରୁଜ୍ ଜାହାଜ ଥିଲା ଏବଂ ଯାତ୍ରୀମାନଙ୍କୁ…

Read More

ସ୍ପେନର ନବମ ଦିନରେ କରୋନା ରେ ମୃତ୍ୟୁ ସଂଖ୍ୟାରେ କୋଣସି ହ୍ରାସ ଘଟିନାହିଁ

କ୍ରମାଗତ ନଅ ଦିନ ଧରି ସ୍ପେନରେ କରୋନା ଭୂତାଣୁ  ରେ ମୃତ୍ୟୁ ସଂଖ୍ୟା ଅପରିବର୍ତ୍ତିତ ରହିଛି। ଜିନହୁଆ ରିପୋର୍ଟ ଅନୁଯାୟୀ, କୋଭିଡ଼ ୧୯ ରେ ଏପର୍ଯ୍ୟନ୍ତ ୨୭,୧୩୬ ଲୋକ ପ୍ରାଣ ହରାଇଛନ୍ତି। ଜିନହୁଆର ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ଵୀକାର କରିଛି ଯେ ଦେଶର ୧୭ ଟି ସ୍ଵୟଂଶାସିତ ସଂସ୍ଥା  ସେମାନଙ୍କର ତଥ୍ୟକୁ ବିଶୋଧନ କରୁଛନ୍ତି ଏବଂ ସେହି ତଥ୍ୟକୁ ସିଷ୍ଟମରେ ପ୍ରବେଶ କରୁଥିବାରୁ ଡାଟା ଅପଡେଟ୍ ବିଳମ୍ବ ହୋଇଛି।

Read More