Home » SPORTS NEWS » Page 2
freanch open tenis

French Open Finals:ନୋଭାକ୍ ଜୋକୋଭିକ୍ ଏବଂ ରାଫେଲ ନାଡାଲଙ୍କ ମଧ୍ୟରେ ଫାଇନାଲ, ହେବ ରୋମାଞ୍ଚକର

ପ୍ୟାରିସ: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ୍ ଟେନିସ୍ (French Open Tennis-2020) ଟୁର୍ନାମେଣ୍ଟର ବ୍ଲକବଷ୍ଟର ଟାଇଟଲ୍ ସର୍ବିଆର ନୋଭାକ ଜୋକୋଭିକ୍ (Novak Djokovic) ଏବଂ କ୍ଲେ କୋର୍ଟର ରାଜା ଏବଂ ସ୍ପେନର ୧୨ ଥର ବିଜେତା ରାଫେଲ ନାଡାଲ (Rafael Nadal) ଙ୍କ ମଧ୍ୟରେ ଆସନ୍ତା କାଲି ରବିବାର ଫାଇନାଲ ଖେଳାଯିବ। ଶୁକ୍ରବାର ଦିନ ସେମିଫାଇନାଲରେ ଏବଂ ଫ୍ରେଞ୍ଚ ଓପନର ଫାଇନାଲରେ ଟପ୍ ସିଡ୍ ଜୋକୋଭିକ୍ ଗ୍ରୀସର ପଞ୍ଚମ ସିଡ୍ ଷ୍ଟିଫାନୋସ୍ ସାଇଟିପାସ୍ (Stefanos-Tsitsipas) କୁ…

Read More
kkr1

IPL 2020:କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ

ଦୁବାଇ : ଆଇପିଏଲ୍‌ର ୮ମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (Sun Risers Hyderabad) ଏବଂ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଅନୁଷ୍ଠିତ ହୋଇଛି। ଏହି ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୭ ୱିକେଟରେ ବିଜୟୀ ହୋଇଛି। ହାଇଦ୍ରାବାଦ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସରେ ଖେଳି ହାଇଦ୍ରାବାଦ ଦଳ ମନୀଷ ପାଣ୍ଡେ (Manish Pandey) ଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ୨୦ ଓଭରରେ ୪ ୱିକେଟରେ ୧୪୨ ରନ…

Read More
DeanJones

Dean Jones: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ ମୁମ୍ବାଇରେ ହୃଦଘାତରେ ମୃତ୍ୟୁ;ବିରାଟ,ବିରେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ

ମୁମ୍ବାଇ: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସ (Dean Jones) ହୃଦଘାତରେ ମୁମ୍ବାଇରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ଗୁରୁବାର ମଧ୍ୟାହ୍ନ ବେଳକୁ ମୁମ୍ବାଇର ଏକ ହୋଟେଲ୍‌ରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସେ ୧୯୮୪ ରୁ ୧୯୯୨ ପର୍ଯ୍ୟନ୍ତ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳ ପାଇଁ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ସେ ୫୨ ଟି ଟେଷ୍ଟରେ ହାରାହାରି ୪୬.୫୫ ହାରରେ ୩,୬୩୧ ରନ୍ ସଂଗ୍ରହ କରିଥିଲେ। ସେ ୧୧ଟି ଶତକ ଏବଂ ୧୪…

Read More

ଧୋନି କାହିଁକି ହଠାତ୍ ଅବସର ନେଲେ… ସୁନୀଲ ଗାଭାସ୍କର ତାର କାରଣ କହିଲେ

ନୂଆଦିଲ୍ଲୀ:ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍ ଆଉ କ୍ରିକେଟ ପ୍ରେମୀଙ୍କୁ ଦେଖିବାକୁ ମିଳିବନି। କ୍ରିକେଟରେ ଭାରତକୁ ବିଶ୍ୱ ସ୍ତରରେ ଏକ ଭିନ୍ନ ସ୍ଥାନକୁ ନେଇଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅଗଣିତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି  ଅଗଷ୍ଟ ୧୫ ଶନିବାର ଦିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ଗତ ଏକ ବର୍ଷ ଧରି ତାଙ୍କ ଅବସର ନେଇ ଚାଲିଥିବା ଅନୁମାନ ମଧ୍ୟ ଶେଷ ହୋଇଥିଲା।   ମାହିଙ୍କ…

Read More

ଇଂଲଣ୍ଡ ବୋଲିଂ ରେ ୱେଷ୍ଟଇଣ୍ଡିଜ୍ ଧରାଶାୟୀ, ପ୍ରଥମ ଇନିଂସରେ ୨୮୭ ରେ ସୀମିତ

ମଞ୍ଚେଷ୍ଟର : ମଞ୍ଚେଷ୍ଟରରେ  ଖେଳାଯାଉଥିବା  ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ରେ ଇଂଲଣ୍ଡ ର  ଶାଣିତ ବୋଲିଂ ରେ ୱେଷ୍ଟଇଣ୍ଡିଜ ନିୟମିତ ଭାବେ ଉଇକେଟ ହରାଇ ୨୮୭ ରନ୍ ରେ ସୀମିତ ଅଛି। ୱେଷ୍ଟଇଣ୍ଡିଜ୍ ଇନିଂସ ଜନ୍ କ୍ୟାମ୍ପବେଲ୍ ଏବଂ କ୍ରେଗ୍ ବ୍ରାଥୱାଇଟ୍ ଆରମ୍ଭ କରିଥିଲେ ଏବଂ ପ୍ରଥମ  ୱିକେଟ୍ ପାଇଁ ଉଭୟଙ୍କ ମଧ୍ୟରେ ମାତ୍ର ୧୬  ରନ୍ ସଂଗ୍ରହ ହୋଇଥିଲା  କ୍ୟାମ୍ପବେଲ ସାମ୍ କୁରନଙ୍କ ପ୍ରଥମ…

Read More