Home » SRINAGAR
Shopiyaan Encounter-mahimalive

Shopiyaan Encounter: ଶୋପିଆନରେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ମୃତ

ଶ୍ରୀନଗର: ଜାମ୍ମୁ କାଶ୍ମୀର (Jammu-Kashmir) ର ଶୋପିଆନ୍ (Shopiyaan)ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଦୁଇ ଆତଙ୍କବାଦୀ ଲୁଚି ରହିଥିବା ବେଳେ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀକୁ ହତ୍ୟା କରିଛନ୍ତି। ଶୋପିଆନ୍‌ର ମଣିହାଲ ଗ୍ରାମରେ ଏହି ଏନକାଉଣ୍ଟର ହେଉଛି। ଗୁଳି ବିନିମୟରୁ ଅନୁମାନ କରାଯାଉଛି ଯେ ଏହି ଅଞ୍ଚଳରେ ଆଉ ଦୁଇଜଣ ଆତଙ୍କବାଦୀ ଲୁଚି ରହିଛନ୍ତି। ଘରର କବାଟ ଓ ଝରକା ବନ୍ଦ ରଖିବାକୁ ସ୍ଥାନୀୟ ଲୋକଙ୍କୁ ନିବେଦନ…

Read More
terror_news

Nagrota Encounter: ସୁରକ୍ଷା ବାହିନୀ ଦ୍ଵାରା ଟ୍ରକ ବିସ୍ଫୋରଣ କରି ଚାରି ଆତଙ୍କବାଦୀକୁ ହତ୍ୟା

ଜାମ୍ମୁକାଶ୍ମୀର: ଗୁରୁବାର ସକାଳେ ଜାମ୍ମୁର ନାଗ୍ରୋଟା (Nagrota) ଠାରେ ସୁରକ୍ଷା ବାହିନୀ ୪ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଚାରିଜଣ ଆତଙ୍କବାଦୀ ଟ୍ରକରେ ଗୁଳି ଚଳାଇ ଜମ୍ମୁରୁ ଶ୍ରୀନଗ (Srinagar) ର ଯାଉଥିଲେ। ନାଗ୍ରୋଟାସ୍ଥିତ ଟୋଲ ପ୍ଲାଜାରେ ସୁରକ୍ଷା ବାହିନୀ ଟ୍ରକକୁ ଅଟକାଇ ଆତ୍ମସମର୍ପଣ କରିବାକୁ କହିଥିଲେ। ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ପ୍ରତିଶୋଧ ପରାୟଣ ହୋଇ ସୁରକ୍ଷା ବାହିନୀ ଟ୍ରକକୁ ବିସ୍ଫୋରଣ କରିଥିଲେ। ସୂଚନା ଅନୁଯାୟୀ, ଗୁରୁବାର ସକାଳ ପ୍ରାୟ ୪.୫୦ସମୟରେ ଏହି ଏନକାଉଣ୍ଟର (Encounter) ଆରମ୍ଭ…

Read More

Jammu and Kashmir: ଜାମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀ ଦ୍ଵାରା ହିଜବୁଲର ବରିଷ୍ଠ କମାଣ୍ଡର ସାଇଫୁଲ୍ଲା ନିହତ

ନୂଆଦିଲ୍ଲୀ: ରବିବାର ଦିନ ଜାମ୍ମୁ କାଶ୍ମୀର (Jammu and Kashmir) ର ଶ୍ରୀନଗର (Srinagar) ରେ ମିଳିତ ପୋଲିସ ଏବଂ CRPF ଅପରେସନରେ ହିଜବୁଲ ମୁଜାହିଦ୍ଦିନ (Hizbul Mujahideen) ର ବରିଷ୍ଠ କମାଣ୍ଡର ତଥା ଆତଙ୍କବାଦୀ (Terrorist) ସାଇଫୁଲ୍ଲା (Saifullah) କୁ ହତ୍ୟା କରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ଶ୍ରୀନଗରର ପୁରୁଣା ଏୟାରଫିଲ୍ଡ ନିକଟ ରଙ୍ଗରେଥ (Rangreth) ରେ ଆତଙ୍କବାଦୀକ ଉପସ୍ଥିତି ଖବର ଆଧାରରେ ସୁରକ୍ଷା ବାହିନୀ ସେମାନଙ୍କୁ ଘେରି ରହିଥିଲେ। ସେନା ଏହି ଅଞ୍ଚଳରେ…

Read More
encounter sophian

Srinagar: ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମୟ,୨ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର(Jammu Kashmir) ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ପୋଲିସର ସୂଚନାନୁସାରେ ମଙ୍ଗଳବାର ସୋପିଆନ (Sophian) ଜିଲ୍ଲାର ଜନପୋରା ଅଞ୍ଚଳର ସୁଗାନ ଗ୍ରାମରେ ଆତଙ୍କବାଦୀ (Terrorist) ଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ, ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆଜି ସକାଳେ ଦୁଇ ଆତଙ୍କବାଦୀ ନିହତ ହେବା ପରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଛି। ସୂଚନଯୋଗ୍ୟ,ମଙ୍ଗଳବାର…

Read More
pulwamaa

Pulwama: ପୁଲୱାମାରେ CRPF ଦଳ ଉପରେ ଆତଙ୍କବାଦୀ ଆକ୍ରମଣ,୨ସୈନିକ ସହୀଦ ୫ ଆହତ

ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ଦୁଇ ସୈନିକ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ (Search Operation) ଚାଲିଛି। ଆତଙ୍କବାଦୀମାନେ ବର୍ତ୍ତମାନ ନିଜ କାମରେ ବିଫଳ ହେଉଛନ୍ତି। କାରଣ  ସୈନ୍ୟ ବାହୀନର ନିରନ୍ତର ଏନକାଉଣ୍ଟରରେ ଆତଙ୍କବାଦୀକୁ ହତ୍ୟା କରାଯାଇଛି।ସେମାନେ ଆଉ ସୁରକ୍ଷା ବାହିନୀ ଉପରେ ସିଧାସଳଖ ଆକ୍ରମଣ କରିବାକୁ ସକ୍ଷମ ନୁହଁନ୍ତି। ସୋମବାର ମଧ୍ୟ ପୁଲୱାମାର ପାମପୋରା (Pampore)ର ଏକ ବ୍ରିଜ ଉପରେ ସିଆରପିଏଫ (CRPF)…

Read More
Shopiyaan Encounter-mahimalive

ବାରାମୁଲ୍ଲା ଆତଙ୍କବାଦୀ ଆକ୍ରମଣରେ ୩ ଯବାନ ସହିଦ, ସର୍ଚ୍ଚ ଅପରେସନ୍ ଜାରି

ଶ୍ରୀନଗର: ବାରାମୁଲା ଅଞ୍ଚଳରେ ସିଆରପିଏଫ(CRPF) ଏବଂ ଜାମ୍ମୁ କାଶ୍ମୀର ପୋଲିସ କର୍ମଚାରୀଙ୍କ ଦ୍ୱାରା ମିଳିତ ଅପରେସେନ ରେ ଆତଙ୍କବାଦୀଙ୍କ  ପାଲଟା ଆକ୍ରମଣରେ ୨ ସିଆରପିଏଫ ଯବାନ ଓ ଜଣେ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି।   ଆତଙ୍କବାଦୀମାନେ ହଠାତ୍ ଗୁଳି ଚଳାଇଥିବା ବେଳେ ଜାମ୍ମୁ କାଶ୍ମୀରର ଏସପିଓଙ୍କ  ସହିତ ଦୁଇଜଣ CRPF ଯବାନ ସହିଦ ହୋଇଛନ୍ତି। ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ। ଏହି ଘଟଣାର କିଛି ସମୟ ପରେ ସେନା, ପୋଲିସ ଏବଂ CRPF ଯବାନ…

Read More

ବୈଷ୍ଣୋବାଦେବୀ ମନ୍ଦିର ଦର୍ଶନ ୫ ମାସ ପରେ ଅଗଷ୍ଟ ୧୬ ଠାରୁ ପୁଣି ଆରମ୍ଭ ହେବ

ଜାମ୍ମୁ କାଶ୍ମୀର: ବୈଷ୍ଣୋବାଦେବୀ ମନ୍ଦିରକୁ ଭକ୍ତମାନଙ୍କ ଦର୍ଶନ ପାଇଁ ଯାତ୍ରା ପୁଣି ରବିବାର ଠାରୁ ଆରମ୍ଭ ହେବ। ସୂଚନାଯୋଗ୍ୟ ମାର୍ଚ୍ଚ ୧୮ ରେ କରୋନା ମହାମାରୀ ହେତୁ ଏହି ଯାତ୍ରା ପ୍ରାୟ ପାଞ୍ଚ ମାସ ପାଇଁ ସ୍ଥଗିତ ରହିଥିଲା। ପ୍ରଥମ ସପ୍ତାହରେ ପ୍ରତିଦିନ ସର୍ବାଧିକ ଦୁଇହଜାର ତୀର୍ଥଯାତ୍ରୀଙ୍କ ଦର୍ଶନ ପାଇଁ ସୀମା ନିର୍ଦ୍ଧାରଣ କରାଯାଇଛି। ସୂଚନା ଅନୁସାରେ ୨ ହଜାର ତୀର୍ଥଯାତ୍ରୀଙ୍କ ମଧ୍ୟରୁ ୧୯୦୦ ଯାତ୍ରୀ କେବଳ ଜାମ୍ମୁ କାଶ୍ମୀରରୁ ଏବଂ ଅବଶିଷ୍ଟ ୧୦୦ ଜଣ ବାହାରୁ…

Read More

୭୪ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀନଗରରେ…

ଶ୍ରୀନଗର: ୭୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ ଶ୍ରୀନଗରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଏଲଇଡି ସ୍କ୍ରିନ ଲଗାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱାଧୀନତା ଦିବସ ଭାଷଣକୁ ଲାଇଭ ପ୍ରଦର୍ଶନ କରିଥିଲା। ଏହି ଲାଇଭ୍ ସ୍କ୍ରିନ୍ ଗୁଡିକ  ଟିଆରସି କ୍ରସିଂ, ଶ୍ରୀନଗରର ଜାହାଙ୍ଗୀର ଚୌକ ସହିତ ଅନ୍ୟାନ୍ୟ ମୁଖ୍ୟ ସ୍ଥାନରେ ପ୍ରୋଜେକ୍ଟର୍ ଲଗାଯାଇଥିଲା।ପ୍ରଧାନମନ୍ତ୍ରୀଙ୍କ ଭାଷଣ ବଡ଼ ପରଦାରେ ସିଧା ପ୍ରଦର୍ଶିତ ହୋଇଥିଲା। ଏହା ପ୍ରଥମ ଥର ପାଇଁ ଶ୍ରୀନଗର ଅଞ୍ଚଳରେ ବଡ ପରଦାରେ ପ୍ରଧାନମନ୍ତ୍ରୀଙ୍କ…

Read More

ଆତଙ୍କବାଦୀ ଆକ୍ରମଣ:କୁଲଗାମରେ ବିଜେପି ନେତା ତଥା ସରପଞ୍ଚ ସାଜ୍ଜାଦ ଅହମ୍ମଦଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର : ଆତଙ୍କବାଦୀମାନେ ଦକ୍ଷିଣ କାଶ୍ମୀରର କୁଲଗାମର ସକାଳେ ସରପଞ୍ଚ ସାଜ୍ଜାଦ ଅହମ୍ମଦ ଖାଣ୍ଡେଙ୍କୁ ତାଙ୍କ ଘର ନିକଟରେ ହତ୍ୟା କରିଛନ୍ତି। ଗତ ତିନି ଦିନ ମଧ୍ୟରେ କୁଲଗାମରେ ବିଜେପି ସହ ଜଡିତ ସରପଞ୍ଚଙ୍କ ଉପରେ ଏହା ହେଉଛି ଦ୍ୱିତୀୟ ଆକ୍ରମଣ। ଗତ ଏକ ମାସ ମଧ୍ୟରେ କାଶ୍ମୀରରେ ଆତଙ୍କବାଦୀମାନେ ୪ ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି। ସେପଟେ ବିଜେପି ମୁଖପାତ୍ର ଅଲତାଫ ଠାକୁର ସାଜ୍ଜାଦ ଅହମ୍ମଦଙ୍କ ହତ୍ୟାକୁ ଏକ ଭୟଭୀତ କାର୍ଯ୍ୟ ବୋଲି କହିଛନ୍ତି…

Read More

ଓଡିଆ ଆଇପିଏସ୍ ଅଧିକାରୀ ବସନ୍ତ ରଥ ନିଲମ୍ବିତ

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର କ୍ୟାଡର ଓଡିଆ  ଆଇପିଏସ୍ ଅଧିକାରୀ ବସନ୍ତ ରଥଙ୍କୁ  ବାରମ୍ବାର ଦୁର୍ବ୍ୟବହାର କରିବା ଅଭିଯୋଗରେ ଗୃହ ମନ୍ତ୍ରଣାଳୟ ନିଲମ୍ବିତ କରିଛନ୍ତି। ନିଲମ୍ବନ ସମୟରେ ତାଙ୍କୁ ଶ୍ରୀନଗରସ୍ଥିତ ମୁଖ୍ୟାଳୟରେ ରହିବାକୁ ନିର୍ଦେଶ ଦିଆଯାଇଛି। ଗୃହ ବିଭାଗର ଅଣ୍ଡର ସେକ୍ରେଟେରୀ ଏ ବାବଦରେ ଡିଜିପି ଙ୍କ ଅନୁମତି ବିନା ମୁଖ୍ୟାଳୟ ଛାଡନ୍ତୁ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନିକଟରେ  ଶ୍ରୀ ରଥ ଏକ ଚିଠି ଲେଖିଥିଲେ ଯେଉଁଥିରେ ସେ ଜାମ୍ମୁ କାଶ୍ମୀର ପୋଲିସ ମୁଖ୍ୟ…

Read More