Odisha Assembly: ବିଧାନସଭା ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ
ଭୂବନେଶ୍ଵର: ଷୋଡ଼ଶ ବିଧାନସଭା (Assembly) ମୌସୁମୀ ଅଧିବେଶନକୁ ଗତକାଲି ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ନିର୍ଦ୍ଧାରିତ ଦିବସର ଦିନକ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଗତକାଲି ଶେଷ ଦିନରେ ଗୃହରେ ୫ଟି ବିଲ୍ ପାରିତ ହୋଇଛି। ଗତ ୨୯ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ୭ ଦିନ ପାଇଁ ବସିଥିଲା। ଏହି ସମୟ ମଧ୍ୟରେ ମୋଟ୍ ୭ଟି ବିଲ୍ ଗୃହରେ ପାରିତ ହୋଇଛି। ତିନୋଟି ମୁଲତବୀ ଆଲୋଚନା,…
