ବାହୁଡ଼ା ଯାତ୍ରା ଶେଷ,ସିଂହଦ୍ୱାର ରେ ତିନି ରଥ;ଆଜି ସୁନାବେଶ
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଗୁଣ୍ଡିଚା ଘରୁ ବଡଦେଉଳ ଅଭିମୁଖେ ନଅ ଦିନର ଯାତ୍ରା ଶେଷ କରି ଫେରିଆସିଛନ୍ତି। ମହାପ୍ରଭୁଙ୍କ ପବିତ୍ର ବାହୁଡା ଯାତ୍ରା ନିର୍ଦ୍ଧାରିତ ସମୟ ରେ ସମାପନ ହୋଇଛି। ପ୍ରଥମେ ପ୍ରଭୁ ବଳଦେବଙ୍କ ତାଳଧ୍ୱଜ୨ ଟା ୪୫ ମିନିଟ, ମା’ସୁଭଦ୍ରା ଙ୍କ ଦେବଦଳନ ରଥ ୩ ଟା ୦୫ ମିନିଟ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ରଥ ଅପରାହ୍ନ ୪ଟା ୩୫ ମିନିଟ ରେ ସିଂହଦ୍ୱାର ସାମ୍ନାରେ…
