Home » supersonic cruise missile
War_ship

India-Pakistan Relation : ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ତୁର୍କୀ ପାକିସ୍ତାନକୁ ଯୁଦ୍ଧ ଜାହାଜ ଯୋଗାଉଛି

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ (India-Pakistan Relation) ସମ୍ପର୍କ ତିକ୍ତତା ମଧ୍ୟରେ ଅନ୍ୟ ଦେଶ ମଧ୍ୟ ଏହି ଖରାପ ସମ୍ପର୍କରେ ହସ୍ତକ୍ଷେପ କରିବା ଆରମ୍ଭ କରି ଦେଇଛନ୍ତି। ପ୍ରକାଶ ଯେ, ସମ୍ପର୍କ ତିକ୍ତତା ମଧ୍ୟରେ ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପାଇଁ ପାକିସ୍ତାନକୁ ତୁର୍କୀ (Turkey) ଯୁଦ୍ଧ ଜାହାଜ ଯୋଗାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାରତ ସହ ଯୁଦ୍ଧ ପାଇଁ ପାକିସ୍ତାନୀ ନୌସେନା ଏହାର ରଣନୀତିକ ତଥା ଯୁଦ୍ଧ ଶକ୍ତି ବୃଦ୍ଧି ପାଇଁ ପ୍ରସ୍ତୁତି ଚଳାଇଛି। ତୁର୍କୀ ସରକାରୀ…

Read More
ATGM

NAG : ନାଗ କ୍ଷେପଣାସ୍ତ୍ରର ଚୂଡ଼ାନ୍ତ ବ୍ୟାବହାରିକ ପରୀକ୍ଷା

ପୋଖରାନ: ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (Anti-Tank Guided Missile -ATGM‌) ନାଗର ଚୂଡାନ୍ତ ପର୍ଯ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ୨୨ ଅକ୍ଟୋବର ସକାଳ ୬ ଟା ୪୫ ମିନିଟ ସମୟରେ ପୋଖରାନ (Pokhran) ଘାଟିରେ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା। ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ…

Read More
DRDO ITR

Brahmos Supersonic Cruise Missile:ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର ସଫଳ ବ୍ୟାବହାରିକ ପରୀକ୍ଷଣ

ଚାନ୍ଦିପୁର: ଚାନ୍ଦିପୁର (Chandipur) ରେ ଥିବା ଅନ୍ତରୀଣ ପରୀକ୍ଷଣ ଘାଟି (ITR)ରୁ ଆଜି ସୁପରସୋନିକ୍‍ କ୍ରୁଜ୍‍ ମିଶାଇଲ୍‍ (Supersonic Cruise Missile) ବ୍ରହ୍ମୋସ୍‍ (Brahmos) କ୍ଷେପଣାସ୍ତ୍ର ବ୍ୟାବହାରିକ ପରୀକ୍ଷଣ ହୋଇଯାଇଛି। ଏହି ପରୀକ୍ଷଣ କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚ୍‍ ପ୍ୟାଡ୍‍ରୁ ସକାଳ ୧୦ଟା ୨୭ ମିନିଟରେ  ହୋଇଥିବା ଡି.ଆର୍‍.ଡି.ଓ.(DRDO) ପକ୍ଷରୁ ସୂଚନା ଦିଆଯାଇଛି। ଭାରତ (India) ଓ ରୁଷିୟା (Russia) ର ମିଳିତ ଜ୍ଞାନକୌଶଳରେ ନିର୍ମିତ ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ର ୪୦୦ କିଲୋମିଟର ପର୍ଯ୍ୟନ୍ତ ଶତ୍ରୁ ପକ୍ଷର…

Read More