India SMART: ସ୍ମାର୍ଟର ସଫଳ ପରୀକ୍ଷଣ
ବାଲେଶ୍ଵର: ସୁପରସୋନିକ କ୍ଷେପଣାସ୍ତ୍ର ସହାୟତାରେ ନିକ୍ଷେପ କରାଯାଉଥିବା ଟୋର୍ପିଡୋ ସ୍ମାର୍ଟ (Supersonic Missile Assisted Release of Torpedo -SMART) ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଜି ସୋମବାର ୫ ଅକ୍ଟୋବର ଦିନ ୧୧.୪୫ ମିନିଟରେ ଓଡିଶା (Odisha) ଉପକୂଳ ହ୍ୱିଲର ଦ୍ୱୀପ (Wheeler Island) ରୁ ଏହାକୁ ପରୀକ୍ଷା କରାଯାଇଛି। କ୍ଷେପଣାସ୍ତ୍ର ଦୂରତା ଓ ଉଚ୍ଚତା ସହ ଏହାର ନୋଜକୋନ ଅଲଗା ହେବା ଓ ଟୋର୍ପିଡୋ ଛଡାଯିବା ଗତି ଓ ଦିଗ ନିୟନ୍ତ୍ରଣ ପଦ୍ଧତି ସମେତ ମିଶନର ସମସ୍ତ…
