Home » TALCHER COAL MINES
Coal India Ltd & Unions ink MoU Recommending Minimum Guaranteed Benefit to Employees

Coal India Ltd MGB 19 Percent: କୋଲ ଇଣ୍ଡିଆ କର୍ମଚାରୀଙ୍କୁ ମିଳିବ;୧୯ % ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ, ପାଇବେ ୨.୩୮ ଲକ୍ଷ କର୍ମଚାରୀ

ତାଳଚେର: Coal India Ltd MGB 19 Percent କୋଲ ଇଣ୍ଡିଆ କର୍ମଚାରୀଙ୍କ ପାଇଁ ଆଜି ଖୁସି ଖବର ମିଳିଛି। ମଜୁରୀ ବୋର୍ଡ ଏବଂ କୋଲ ଇଣ୍ଡିଆ ଲିମିଟେଡ୍ (CIL) ଏବଂ ଚାରିଟି କର୍ମଚାରୀ କେନ୍ଦ୍ରୀୟ ଟ୍ରେଡ ୟୁନିଅନ୍ ବିଏମ୍ଏସ୍, ଏଚ୍ଏମ୍ଏସ୍, ଏଆଇଟିୟୁସି ଏବଂ ସିଇଟିୟୁ (BMS, HMS, AITUC and CITU) ରେ ଆଜି ୩ ଜାନୁଆରୀ ବୁଧବାର ଏକ ମେମୋରେଣ୍ଡମ୍ (MoU) ହୋଇଛି। ବୁଝାମଣା ପତ୍ର ଅନୁସାରେ ୧୯% ସର୍ବନିମ୍ନ ଗ୍ୟାରେଣ୍ଟି ଲାଭ (Coal…

Read More
Coal India Ltd & Unions ink MoU Recommending Minimum Guaranteed Benefit to Employees

E-auction Coal Mines: ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ନିଲାମ, ମିଳିଲା ବେଦାନ୍ତକୁ

ନୂଆଦିଲ୍ଲୀ: E-auction Coal Mines of Odisha Ghogharpalli and its Dip Extension mines are situated in Sundergargh ଓଡ଼ିଶାର ଆଉ ଦୁଇଟି କୋଇଲା ଖଣି ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଘୋଗରପାଲି ଏବଂ ଘୋଗରପାଲି ଡିପ୍‌ ସାଇଡ୍‌ କୋଇଲା ଖଣି ( Ghogharpalli and Ghogharpalli Dip…

Read More
coal_mines_odisha

E-auction Coal Mines: ଓଡ଼ିଶାର ଦୁଇଟି ଖଣି ସମେତ ୫ ରାଜ୍ୟରେ ନିଲାମ ହେଲା ୮ କୋଇଲା ଖଣି

ନୂଆଦିଲ୍ଲୀ: E-auction Coal Mines of Odisha Rampia and dip side of Rampia ଓଡ଼ିଶାର ଦୁଇଟି ଖଣି ସମେତ ଦେଶର ୫ଟି ରାଜ୍ୟରେ ଥିବା ୮ଟି କୋଇଲା ଖଣି ନିଲାମ ହୋଇଛି। ଏସବୁ ଖଣି ନିଲାମ ପାଇଁ ମନୋନିତ କର୍ତ୍ତୃପକ୍ଷ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଆଜି ଇ-ନିଲାମୀ ମାଧ୍ୟମରେ ଏସବୁ ଖଣି ନିଲାମ କରାଯାଇଛି। ଓଡ଼ିଶାର ଦୁଇଟି ଖଣି ହେଉଛି ରାମପିଆ ଏବଂ ରାମପିଆ ଡିପ୍‌ ସାଇଡ୍‌ କୋଇଲା ଖଣି (Rampia and dip…

Read More
CBI-Talcher coal mines

Talcher News: MCL ର ବଳରାମ କୋଇଲା ଖଣି କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ, ଜଣେ ଗିରଫ

ତାଳଚେର: Talcher MCL News ପୁଣି ତାଳଚେର କୋଇଲା ଖଣି ଅଞ୍ଚଳରେ ପଶିଲା ସିବିଆଇ (CBI)। ଗତକାଲି ଏମ୍‌ସିଏଲ୍‌ର ବଳରାମ କୋଇଲା ଖଣି (Balaram Coal Mines Office) କାର୍ଯ୍ୟା‌ଳୟରେ ସିବିଆଇ ଚଢ଼ଉ କରିଛି। ସୂଚନା ଅନୁସାରେ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କଠାରୁ ଲାଞ୍ଚ ନେବାବେଳେ ଜଣେ ସୁରକ୍ଷା ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି। ବଳରାମ କୋଇଲା ଖଣିର ସୁରକ୍ଷା ଅଧିକାରୀ ଜୟନ୍ତ ବାରିକ ଖଣିରେ କାର୍ଯ୍ୟରତ ସୁରକ୍ଷା କର୍ମଚାରୀଙ୍କର ଓଭର୍‌ ଟାଇମ୍‌ (Over Time) ବଢ଼ାଇ…

Read More
coal-smoke

Coal Plant:କୋଇଲା କାରଖାନାର ପ୍ରଦୂଷଣ ଯୋଗୁଁ ଭାରତରେ ୮ ହଜାର ୩୦୦ ମୃତ୍ୟୁ ଘଟିପାରେ

ନୂଆଦିଲ୍ଲୀ: ବିଭିନ୍ନ କମ୍ପାନୀ ଦ୍ଵାରା ନିର୍ମିତ ନୂତନ କୋଇଲା କାରଖାନା (Coal Plant) ରୁ ସୃଷ୍ଟି ବାୟୁ ପ୍ରଦୂଷଣ, ଯାହା HSBC ର ମାଲିକାନାରେ ଅଛି, ସାରା ବିଶ୍ବରେ (world wide) ରେ ପ୍ରାୟ ୧୮ହଜାର ୭୦୦ ମୃତ୍ୟୁ ଘଟିପାରେ, ଯାହାର ଅଧା ଭାରତରେ ବୋଲି ଅନୁମାନ କରାଯାଉଛି।  ଶକ୍ତି ଏବଂ ସ୍ୱଚ୍ଛ ବାୟୁ କେନ୍ଦ୍ର (CREEA) ଏକ ନୂତନ ଅନୁସନ୍ଧାନ ଆଧାରରେ ବୁଧବାର ଏହି ସୂଚନା ଦେଇଛି। ଅନୁସନ୍ଧାନ ଅନୁଯାୟୀ, ପ୍ରଦୂଷଣ ହେତୁ ଭାରତରେ  ବର୍ଷକୁ…

Read More
Dpradhan

Talcher ସାର କାରଖାନାରେ ୟୁରିଆ ଉତ୍ପାଦନ ପାଇଁ ସ୍ୱତନ୍ତ୍ର ସବସିଡ଼ି ପଲିସିକୁ ଅନୁମୋଦନ କରିଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ:ଧର୍ମେନ୍ଦ୍ର ପ୍ରଧାନ

ତାଳଚେର: ଆତ୍ମନିର୍ଭର ଭାରତ (Atma Nirbhar Bharat) ପୂରଣ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi ) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକ (Cabinet Meeting) ରେ ତାଳଚେର ସାର କାରଖାନା (Talcher Fertilizer Ltd) ରେ କୋଲ୍‍ ଗ୍ୟାସିଫିକେସନ ମାଧ୍ୟମରେ ୟୁରିୟା Urea) ଉତ୍ପାଦନ କରିବା ପାଇଁ ସ୍ୱତନ୍ତ୍ର ସବ୍‍ସିଡି ପଲିସିକୁ ଅନୁମୋଦନ କରାଯାଇଛି। ବୈଠକରେ ଏହା ଅନୁମୋଦନ ଲାଭ କରିଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍‍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର…

Read More
talcher fertilizer

Talcher Fertilizer:ତାଳଚେର ସାରକାରଖାନା ଦ୍ୱାରା ଉତ୍ପାଦିତ ୟୁରିଆ ନିମନ୍ତେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ତାଳଚେର: ତାଳଚେର ସାରକାରଖାନା (Talcher Fertilizer Ltd) ଦ୍ୱାରା କୋଇଲା ବାଷ୍ପୀକରଣ (Coal Gasification) ବ୍ୟବସ୍ଥାରେ ଉତ୍ପାଦିତ ୟୁରିଆ (Urea) ନିମନ୍ତେ ସ୍ୱତନ୍ତ୍ର ସବ୍‌ସିଡି (Subsidy) ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସାର ମନ୍ତ୍ରଣାଳୟ ଯେଉଁ ପ୍ରସ୍ତାବ ଉପସ୍ଥାପିତ କରିଥିଲା ତାହାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହି ଅନୁମୋଦନ ପ୍ରଦାନ କରାଯାଇଛି। ଦେଶରେ ରଣକୌଶଳାତ୍ମକ ଊର୍ଜ୍ଜା…

Read More
coal

Coal India: କୋଲ ଇଣ୍ଡିଆ କର୍ମଚାରୀ ୬୮୫୦୦ ଟଙ୍କା ବୋନସ ପାଇବେ, ଅକ୍ଟୋବର ୨୨ ସୁଦ୍ଧା ପ୍ରଦାନ

ନୂଆଦିଲ୍ଲୀ: କୋଇଲା ଇଣ୍ଡିଆ (Coal India) ର ପ୍ରାୟ ୨ଲକ୍ଷ ୭୦ ହଜାର କର୍ମଚାରୀ (Non –Executive) ୬୮ ହଜାର ୫୦୦ ଟଙ୍କା ବୋନସ ପାଇବେ। କର୍ମଚାରୀଙ୍କୁ ଚଳିତ ୨୨ଅକ୍ଟୋବର ସୁଦ୍ଧା ବୋନସ୍ ପ୍ରଦାନ କରାଯିବ। ବୋନସ ଉପରେ ପ୍ରାୟ ୧୭ ଶହକୋଟି ଟଙ୍କା ପ୍ରଦାନ କରାଯିବ। ରାଞ୍ଚିରେ କୋଇଲା ଇଣ୍ଡିଆ ଷ୍ଟାଣ୍ଡାର୍ଡାଇଜେସନ୍ କମିଟି  ର ଏକ ବ ବୈଠକ  ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ପରିଚାଳନା ଏବଂ ବିଭିନ୍ନ ସଂଘର ନେତାମାନେ ଉପସ୍ଥିତ ଥିଲେ। ଗତ…

Read More

କୋଇଲାଖଣି ଘରୋଇକରଣ କୁ ବିରୋଧ କରି ସର୍ବଭାରତୀୟ ଶ୍ରମିକ ସଂଘଠନ ଙ୍କ ଧର୍ମଘଟର ୨ ୟ ଦିନ

ତାଳଚେର : (ମହିମାଲାଇଭ ) ସର୍ବଭାରତୀୟ ସ୍ତରରେ ଦିଆଯାଇଥିବା କୋଇଲାଖଣି ଧର୍ମଘଟ ସହିତ ତାଳଚେର ଅଞ୍ଚଳ ରେ ଥିବା କୋଇଲା ଖଣି ଶ୍ରମିକ ସଂଘଠନ ତରଫରୁ ଗତକାଲି ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ଧର୍ମଘଟ ଆଜି ୨ ୟ ଦିନରେ ପହଞ୍ଚିଛି। ତାଳଚେର ରେ ଥିବା ସମସ୍ତ ନଅ ଟି କୋଇଲାଖଣି ଗୁଡିକର ଉତ୍ପାଦନ ରେ ବାଧାପ୍ରାପ୍ତ ହୋଇଛି। ଟ୍ରେଡ ୟୁନିଅନର ପ୍ରମୁଖ ଦାବି : କୋଇଲା କୁ ବ୍ୟବସାୟିକ ଖଣି  କରିବା ନିଷ୍ପତ୍ତି ଫେରାଇ ନିଆଯାଉ…

Read More