ଟାଟାଷ୍ଟିଲ ନିଜ ସୁରକ୍ଷା ପାଇଁ ଲଞ୍ଚ କଲା ଆପ୍ ; ଆରୋଗ୍ୟ ସେତୁ ଆପ୍ ଠାରୁ କିଛିକାଂଶ ରେ ଆଡଭାନ୍ସ
ଜାମସେଦପୁର : କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଜାମସେଦପୁର କାରଖାନାରେ ସୁରକ୍ଷା ଆପ୍ କାର୍ଯ୍ୟକାରୀ କରିଛି। କୋରାନା ଠାରୁ ସୁରକ୍ଷା ପାଇଁ ସାମାଜିକ ଦୂରତା ପରେ ଟାଟା ଷ୍ଟିଲରେ ଅଧିକାଂଶ କାର୍ଯ୍ୟ ବର୍ତ୍ତମାନ ଡିଜିଟାଲ୍ ଭାବରେ ଚାଲିଛି। କମ୍ପାନୀ ସୂତ୍ର ଅନୁଯାୟୀ, ଟାଟା ଷ୍ଟିଲ୍ ଆରୋଗ୍ୟ ସେତୁ ଆପ୍ ର ଲାଇନରେ ନିଜର ସୁରକ୍ଷା ଆପ୍ ଲଞ୍ଚ କରିଛି। କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ସୁବିଧା ଏବଂ କାର୍ଯ୍ୟକୁ ଧ୍ୟାନରେ ରଖି ଏହି ଆପ୍ ପ୍ରସ୍ତୁତ…
