Mobile ରେ Screen Guard ବ୍ୟବହାର କରୁଛନ୍ତି କି? ହୋଇପାରେ ବିପଜ୍ଜନକ!
ନୂଆଦିଲ୍ଲୀ: ମୋବାଇଲ୍ ଫୋନ (Mobile Phone) ର ସ୍କ୍ରିନ୍ ସୁରକ୍ଷା ପାଇଁ ସ୍କ୍ରିନ୍ ଗାର୍ଡ (Screen Guard) ବ୍ୟବହାର କରାଯାଏ। ଯେତେବେଳେ ଆମେ ସ୍କ୍ରିନ୍ ଗାର୍ଡ ଲଗାଉ, ଆମେ ଭାବୁ ଯେ ବର୍ତ୍ତମାନ ଆମର ଫୋନ୍ ସ୍କ୍ରିନ୍ ସୁରକ୍ଷିତ ରହିବ। କିନ୍ତୁ ସତ ଏହା ନୁହେଁ। ସତ ହେଉଛି ଯଦି ଆପଣ ସ୍କ୍ରିନ୍ ଗାର୍ଡ ବ୍ୟବହାର କରନ୍ତି, ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ପ୍ରମାଣିତ ହୋଇପାରେ। ହଁ, ଯଦି ଆପଣ ତୃତୀୟ ପକ୍ଷ ସ୍କ୍ରିନ ପ୍ରୋଟେକ୍ଟର…
