Home » TERRORIST
kasmir

Jammu & Kashmir: ଶୋପିଆନ୍‌ର କୁଟପୋରା ଅଞ୍ଚଳରେ ୨ ଆତଙ୍କବାଦୀ ସେନା ଦ୍ଵାରା ନିହତ, ତିନି ଦିନରେ ୫ ଆତଙ୍କବାଦୀ ମୃତ

ଶୋପିଆନ୍‌: ମଙ୍ଗଳବାର ଦିନ କାଶ୍ମୀରର ଶୋପିଆନ୍ ଜିଲ୍ଲାର କୁଟପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ଵାରା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସିକ୍ୟୁରିଟି ଫୋର୍ସଙ୍କ ସୂଚନା ଅନୁସାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଆକ୍ରମଣରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ, ତିନି ଦିନ ମଧ୍ୟରେ କାଶ୍ମୀରରେ ଏହା ଥିଲା ତୃତୀୟ ମୁକାବିଲା। ନଭେମ୍ବର ୮ ରେ, ସୁରକ୍ଷା…

Read More
kasmir

Jammu & Kashmir: କାଶ୍ମୀର ସୀମାରେ ଏନକାଉଣ୍ଟର; ସେନା ଅଧିନାୟକଙ୍କ ସମେତ ତିନିଜଣ ସୈନିକ ଶହୀଦ, ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର: ରବିବାର ପାକିସ୍ତାନୀ ଆତଙ୍କବାଦୀମାନେ କାଶ୍ମୀର (Kashmir) ର କୁପୱାରା ଜିଲ୍ଲାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ମାକିଲ ସେକ୍ଟରରେ ପାକିସ୍ତାନୀ ସୀମା ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକିବା ପାଇଁ ସେନା ଏବଂ ସୀମା ସୁରକ୍ଷା ଦଳ ମିଳିତ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ୩ ଆତଙ୍କବାଦୀ ନିହତ ହୋଇଥିଲେ। ଏନକାଉଣ୍ଟରରେ ସେନା ଅଧିନାୟକଙ୍କ ସମେତ ତିନିଜଣ ସୈନିକ ମଧ୍ୟ ନିହତ ହୋଇଛନ୍ତି। ସୀମା ସୁରକ୍ଷା ବଳର ଅଧିକାରୀ କହିଛନ୍ତି ଯେ ଅପରେସନ୍ ସମୟରେ…

Read More
pm-modi_ekta diwas

Ekta Diwas: ଆତଙ୍କବାଦ ବିରୋଧରେ ଏକଜୁଟ ହେବା ଆବଶ୍ୟକ: ପିଏମ ମୋଦୀ

କୋଭାଡ଼ିଆ (mahimalive): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (Prime Minister Narendra Modi) ବିଶ୍ୱ ସମୁଦାୟକୁ ଆତଙ୍କବାଦ (Terrorist) ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ କରିଛନ୍ତି। ଆଜି ଗୁଜରାତର କୋଭାଡ଼ିଆଠା (Gujrat-Kevadiya) ରେ ଷ୍ଟାଚ୍ୟୁ ଅଫ୍‍ ୟୁନିଟ୍‍ (Statue of Unity) ପରିସରରେ ଆୟୋଜିତ ଏକତା ଦିବସ (Ekta Diwas) ପ୍ୟାରେଡ୍‍ରେ ଉଦ୍‍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱରେ ଶାନ୍ତି ଓ ସଦ୍‍ଭାବ ପ୍ରତିଷ୍ଠା କରିବା ଲାଗି ବିଶ୍ୱ ସମୁଦାୟ ମଧ୍ୟରେ ଏକତାର ଆବଶ୍ୟକତା ରହିଛି। ଦେଶରେ ଶାନ୍ତି…

Read More
encounter sophian

Srinagar: ସୋପିଆନରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମୟ,୨ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁକାଶ୍ମୀର(Jammu Kashmir) ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ପୋଲିସର ସୂଚନାନୁସାରେ ମଙ୍ଗଳବାର ସୋପିଆନ (Sophian) ଜିଲ୍ଲାର ଜନପୋରା ଅଞ୍ଚଳର ସୁଗାନ ଗ୍ରାମରେ ଆତଙ୍କବାଦୀ (Terrorist) ଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିଥିଲା। ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ, ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆଜି ସକାଳେ ଦୁଇ ଆତଙ୍କବାଦୀ ନିହତ ହେବା ପରେ ସୁରକ୍ଷା ବାହିନୀର ସର୍ଚ୍ଚ ଅପରେସନ ଚାଲିଛି। ସୂଚନଯୋଗ୍ୟ,ମଙ୍ଗଳବାର…

Read More
pulwamaa

Pulwama: ପୁଲୱାମାରେ CRPF ଦଳ ଉପରେ ଆତଙ୍କବାଦୀ ଆକ୍ରମଣ,୨ସୈନିକ ସହୀଦ ୫ ଆହତ

ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣରେ ଦୁଇ ସୈନିକ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଏହି ଅଞ୍ଚଳକୁ କର୍ଡନ କରାଯାଇଛି ଏବଂ ସର୍ଚ୍ଚ ଅପରେସନ (Search Operation) ଚାଲିଛି। ଆତଙ୍କବାଦୀମାନେ ବର୍ତ୍ତମାନ ନିଜ କାମରେ ବିଫଳ ହେଉଛନ୍ତି। କାରଣ  ସୈନ୍ୟ ବାହୀନର ନିରନ୍ତର ଏନକାଉଣ୍ଟରରେ ଆତଙ୍କବାଦୀକୁ ହତ୍ୟା କରାଯାଇଛି।ସେମାନେ ଆଉ ସୁରକ୍ଷା ବାହିନୀ ଉପରେ ସିଧାସଳଖ ଆକ୍ରମଣ କରିବାକୁ ସକ୍ଷମ ନୁହଁନ୍ତି। ସୋମବାର ମଧ୍ୟ ପୁଲୱାମାର ପାମପୋରା (Pampore)ର ଏକ ବ୍ରିଜ ଉପରେ ସିଆରପିଏଫ (CRPF)…

Read More
Maan ki Baat

ଶ୍ୱାନ ପାଳିବାକୁ ଚାହିଁଲେ ଦେଶୀ ପ୍ରଜାତି ବାଛିବାକୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମନ୍‌କୀ ବାତ୍‌ କାର୍ଯ୍ୟକ୍ରମରେ ଭାରତୀୟ ସେନାର ଦୁଇଟି କୁକୁର ସୋଫି ଓ ବିଦା କଥା କହିଛନ୍ତି। ଏହି ଦୁଇ କୁକୁର ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ପାଇଁ ‘ସ୍ଥଳସେନାଧ୍ୟକ୍ଷ ପ୍ରଶଂସାପତ୍ର’ ପାଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପ୍ରତିରକ୍ଷା ବାହିନୀ ଓ ନିରାପତ୍ତା ବାହିନୀରେ ଏଭଳି ଅନେକ ସାହସୀ ଶ୍ୱାନ ଅଛନ୍ତି। ଏସବୁ କୁକୁର ଅନେକ ବୋମା ବିସ୍ଫୋରଣ ଓ ଆତଙ୍କବାଦୀ ଷଡଯନ୍ତ୍ରକୁ ଭଣ୍ଡୁର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ଲୁଚାଇ ରଖାଯାଇଥିବା ବିସ୍ଫୋରକ…

Read More

ସୋପିଆନ୍ ଏନକାଉଣ୍ଟର: ଚାରି ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେସନ୍ ଜାରି

କାଶ୍ମୀର ଉପତ୍ୟକାରେ କ୍ରମାଗତ ଦ୍ୱିତୀୟ ଦିନ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୋପିଆନ୍ ଅସ୍ମିପୋରା ଗ୍ରାମରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୪ ଜଣ ଆତଙ୍କବାଦୀଙ୍କୁ  ନିହତ କରିଛି। ଆତଙ୍କବାଦୀଙ୍କ ଉପସ୍ଥିତି ଯୋଗୁଁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବର୍ତ୍ତମାନ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦେଇଛି। ଏହି ଏନକାଉଣ୍ଟର ରେ ପୋଲିସର ମିଳିତ ଟିମ୍, ୬୨ଆରଆର ଏବଂ ସିଆରପିଏଫ ସେନାର ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ…

Read More