Home » The bay of bengal
odisha-rains

Weather Report Odisha: ଓଡ଼ିଶାରେ ଆଜିଠାରୁ ୨ ଦିନ ବର୍ଷା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରବାହରେ ବଙ୍ଗୋପ ସାଗର (The Bay Of Bengal) ମଧ୍ୟରୁ ଓଡ଼ିଶା (Odisha) ଭିତରକୁ ଉଷ୍ଣ ଜଳୀୟବାଷ୍ପ ବାୟୁ ପ୍ରବାହ ଦ୍ଵାରା ଆଜି ଗୁରୁବାର ଏବଂ ଆସନ୍ତାକାଲି ୪ ତାରିଖ ଶୁକ୍ରବାର ରାଜ୍ୟର କେତକ ଜିଲ୍ଲାରେ ବର୍ଷା ହୋଇପାରେ। ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଗୁରୁବାର ଭୋରୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ…

Read More
yaas-dhamamra

Cyclone Yaas:ମାଡିଆସୁଛି ବାତ୍ୟା ୟାସ୍, ଅଛି ୨୨୦ କିମି ଦୂରରେ

ବାଲେଶ୍ୱର: କ୍ଷିପ୍ର ଗତିରେ ମାଡିଆସୁଛି ବାତ୍ୟା ‘ୟାସ୍’ (Yaas)।  ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ୟାସ୍‍ ଅତି ଭୀଷଣ ସାମୁଦ୍ରିକଝଡ଼ର ରୂ ନେଇ ସ୍ଥଳଭାଗ ଆଡ଼କୁ ଗତି କରୁଛି। ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି। ଏହା ପାରାଦ୍ୱୀପଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବକୁ ୨୨୦ କିଲୋମିଟର ଦୂରରେ ଏବଂ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ-ପୂର୍ବକୁ ୩୨୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅତି ଭୀଷଣ ବାତ୍ୟାର ରୂପ ନେବାର…

Read More
weather odisha live

Cyclone Yaas:ବୁଧବାର ମଧ୍ୟାହ୍ନ ସୁଦ୍ଧା ଭଦ୍ରକ ଓ ବାଲେଶ୍ୱର ମଧ୍ୟରେ କରିବ ୟାସ୍ ଲ୍ୟାଣ୍ଡଫଲ, ଘଣ୍ଟା ପ୍ରତି ୧୨ କିମିରେ ମାଡି ଆସୁଛି

ଭୂବନେଶ୍ଵର: ଘଣ୍ଟା ପ୍ରତି ୧୨ କିମି ବେଗରେ ମାଡି ଆସୁଛି ବାତ୍ୟା ‘ୟାସ୍‍’ (Yaas)। ଏହା ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଭଦ୍ରକ (Bhadrak)ଓ ବାଲେଶ୍ୱର (Baleswar) ମଧ୍ୟରେ ସ୍ଥଳ ଭାଗ ସ୍ପର୍ଶ କରିବ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ପକ୍ଷରୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ମିଳିଛି। ଘଣ୍ଟା ପ୍ରତି ୧୮୫ କିମି ପର୍ଯ୍ୟନ୍ତ ବହିବ ପବନ ସୂଚନା ଅନୁଯାୟୀ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱରରେ ବାତ୍ୟାର ସବୁଠାରୁ ଅଧିକ ପ୍ରଭାବ ଅନୁଭୂତ ହେବ। ଉତ୍ତର…

Read More
yaas

Cyclone Yaas: ୟାସ୍ ପାରାଦ୍ୱୀପଠାରୁ ୫୦୦ କିମିଦୂରରେ, ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ହେବ, ଲକଡାଉନ କୋହଳ

ଭୂବନେଶ୍ଵର: ବଙ୍ଗୋପ ସାଗର (Bay Of Bengal) ରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ଆଜି ସକାଳେ ୟାସ୍‍ ବାତ୍ୟା (Cyclone Yaas) ର ରୂପ ନେଇଛି। ଏହା ବର୍ତ୍ତମାନ ପାରାଦ୍ୱୀପ (Paradeep) ଠାରୁ ୫୦୦ କିଲୋମିଟର ବାଲେଶ୍ୱର (Baleswar) ଠାରୁ ୬୫୦ କିଲୋମିଟର ଏବଂ ଦୀଘା (Digha) ଠାରୁ ୬୩୦ କିଲୋମିଟର ଦକ୍ଷିଣ ପୂର୍ବକୁ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ଭୀଷଣ…

Read More
yass-paradeep

Cyclone Yaas: ବାତ୍ୟା ‘ୟାସ୍’ ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ,ଆସନ୍ତା କାଲିଠୁ ବର୍ଷା

ଭୂବନେଶ୍ଵର: ମାଡି ଆସୁଛି ବାତ୍ୟା ୟାସ୍ (Cyclone Yaas)। ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର (Low Pressure) ଅବପାତର ରୂପ ନେଇଛି। ଆସନ୍ତାକାଲି ସୁଦ୍ଧା ଏହା ବାତ୍ୟାର ରୂପ ନେବ ଏବଂ ପରେ ଭୟଙ୍କର ବାତ୍ୟାର ରୂପ ନେଇ ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ। ଏହା ପାରାଦ୍ୱୀପ (Paradeep) ଓ ସାଗର ଦ୍ୱୀପ (Sagar Island) ମଧ୍ୟରେ ଲ୍ୟାଣ୍ଡଫଲ (Landfall) କରିବା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ର…

Read More
yaas cyclone-odisha-2021

Cyclone Yaas Odisha:‘ୟାସ’୨୬ରେ କରିବ ଲ୍ୟାଣ୍ଡଫଲ, ୧୮୫ କିମି ରହିବ ପବନର ବେଗ

ଭୂବନେଶ୍ଵର: ପାଣିପାଗ ବିଭାଗର (IMD) ପୂର୍ବାନୁମାନ ଅନୁଯାୟୀ, ମେ ୨୬ ତାରିଖ ସକାଳ ସୁଦ୍ଧା ୟାସ (Yaas) ଓଡିଶା-ପଶ୍ଚିମବଙ୍ଗ ଉପକୂଳ (Odisha-West Bengal Coastal Area) ରେ ପହଞ୍ଚିପାରେ। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ମଧ୍ୟ ରାଜ୍ୟ ସରକାର ଭାରତୀୟ ନୌସେନା ଏବଂ ଭାରତୀୟ ତଟରକ୍ଷୀ ବାହିନୀକୁ ଅନୁରୋଧ କରିଛନ୍ତି। ଏଥି ସହିତ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଯୋଗୁଁ ଗଛ ହଟାଇବା ପାଇଁ ଜଙ୍ଗଲ ବିଭାଗକୁ ସତର୍କ କରାଯାଇଛି। ବିଦ୍ୟୁତ୍ ବିତରଣ କମ୍ପାନୀଗୁଡିକ ବିପର୍ଯ୍ୟୟ ଶେଷ…

Read More
yaas cyclone-odisha

Cyclone Yaas: ଓଡ଼ିଶାକୁ ଆସୁଛି ବାତ୍ୟା ‘ୟାସ୍’, ଅମ୍ପାନ ଠାରୁ ଭୟଙ୍କର

ଭୂବନେଶ୍ଵର: କେନ୍ଦ୍ରୀୟ ବଙ୍ଗୋପସାଗର (Bay Of Bengal) ରେ ଏକ ଲଘୁଚାପ (Low Pressure) ସୃଷ୍ଟି ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା କ୍ରମଶଃ ଘନୀଭୂତ ହୋଇ ବାତ୍ୟାର ରୂପନେଇପାରେ। ଏହା ଓଡ଼ିଶା ମୁହାଁ ହୋଇପାରେ ବୋଲି ଆଶା କରାଯାଉଛି। ଏହି ଲଘୁଚାପ ଆସନ୍ତା ୨୩ ତାରିଖରେ ବାତ୍ୟାର ରୂପ  ନେଇପାରେ ବୋଲି ଅନୁମାନ କରାଯାଉଛି। ସେହିପରି ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ନୂଆପଡ଼ା, ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି ଜିଲ୍ଲାରେ…

Read More
odisha rain

ଓଡ଼ିଶାରେ ପ୍ରବଳ ବର୍ଷା:ଭାରତୀୟ ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେଉଛି। ଆଗାମୀ ୪-୫ ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଯିବାର ସମ୍ଭାବନା ଅଧିକ ଅଛି। ଫଳରେ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଓଡିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଅଗଷ୍ଟ ୨୬ରେ ଓଡିଶା ଏବଂ ୨୭ ଅଗଷ୍ଟରେ ଛତିଶଗଡରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡିଶାରେ ପ୍ରବଳରୁ…

Read More